www.samajalive.in
Monday, December 15, 2025
16.1 C
Bhubaneswar

ହଂକଂ ଓପନ ବ୍ୟାଡମିଣ୍ଟନ : ସେମିଫାଇନାଲରେ କିଦାମ୍ବି ଶ୍ରୀକାନ୍ତ ପରାସ୍ତ

ହଂକଂ : ଭାରତର ଅଗ୍ରଣୀ ବ୍ୟାଡମିଣ୍ଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ ହଂକଂ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପରାଜିତ ହୋଇଛନ୍ତି। ତାଙ୍କୁ ହଂକଂର ଲି ଚୁକ୍‍-ୟୁ ୯-୨୧ ଏବଂ ୨୫-୨୩ ସେଟରେ ପରାସ୍ତ କରିଛନ୍ତି।

ପୂର୍ବରୁ ଅନୁଷ୍ଠିତ ଏକ ମ୍ୟାଚରେ ଶ୍ରୀକାନ୍ତ ବିଶ୍ୱର ପୂର୍ବତନ ଏକନମ୍ବର ବ୍ୟାଡମିଣ୍ଟନ ଖେଳାଳି ଭିକ୍ଟର ଆକଜେଲସେନଙ୍କୁ ପରାସ୍ତ
କରିଥିଲେ। ଅଲିମ୍ପିକ୍‍ ଚାମ୍ପିୟନ୍‍ ଚୀନ୍‍ର ଚେନ୍‍ ଲଙ୍ଗ୍‍ ଆହତ ଯୋଗୁଁ ହଂକଂ ଓପନ୍‍ ବ୍ୟାଡ୍‍ମିଣ୍ଟନ ପ୍ରତିଯୋଗିତାରୁ ଓହରି ଯିବାରୁ କିଦାମ୍ବୀ ଶ୍ରୀକାନ୍ତ ସେମିଫାଇନାଲରେ ପ୍ରବେଶ କରିଥିଲେ। ଶ୍ରୀକାନ୍ତ ପ୍ରଥମ ଗେମ୍‍କୁ ମାତ୍ର ୧୫ ମିନିଟରେ
ଜିତି ନେଇଥିବା ବେଳେ ଚେନ୍‍ ଲଙ୍ଗ ମ୍ୟାଚ୍‍ରୁ ଓହରି ଯାଇଥିଲେ।

Hot this week

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

Related Articles

Popular Categories