www.samajalive.in
Monday, December 15, 2025
17.1 C
Bhubaneswar

ରାତି ୧୦ଟା – ମୁଖ୍ୟ ସମ୍ବାଦ

ବଡ ଖବର
# କମିଶନରେଟ ପୁଲିସର ସରକାରଙ୍କୁ ପ୍ରସ୍ତାବ – ଗଠନ ହେବ ସ୍ପେଶାଲ କ୍ରାଇମ ୟୁନିଟ
# ଜୀବନବ୍ୟାପି ଅବଦାନ ପାଇଁ ଅମିତାଭ ବଚ୍ଚନ ପାଇବେ ଦାଦା ସାହିବ ଫାଲକେ ପୁରସ୍କାର
# ନବଜାତ ଶିଶୁଙ୍କ ଆନୁବଂଶିକ ରୋଗର ନିଦାନ ଲାଗି ଆରମ୍ଭ ହେଲା ‘ଉମିଦ’ ଯୋଜନା
# ପାକ ଅଧିକୃତ କାଶ୍ମୀରରେ ୬.୧ ତୀବ୍ରତା ବିଶିଷ୍ଟ ଭୂମିକମ୍ପ – ୧୯ ମୃତ, ୬ ଶହ ଆହତ
# ପାକ ଅଧିକୃତ କାଶ୍ମୀରରେ ଉଦ୍ଧାର କାର୍ଯ୍ୟ ପାଇଁ ସେନା ପଠାଇଲେ ପାକ ସରକାର

ଆଞ୍ଚଳିକ
# ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଖପାଖ ଅଂଚଳରେ ଘୂର୍ଣ୍ଣିବଳୟ – ଆସନ୍ତା ୨ଦିନ ଯାଏଁ ଓଡ଼ିଶାରେ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
# ଚାଷ ଜମିରେ ଲଟା ମାରିବା ପାଇଁ ବ୍ୟବହୃତ ପାରାକୁଏଟ ରସାୟନିକ ପଦାର୍ଥ ଜନିତ ଜୀବନ ହାନି ରିପୋର୍ଟ ସରକାରଙ୍କୁ ଦେଲା ଭିମସାର – ୨ ବର୍ଷରେ ଗଲାଣି ୧୪୦ ଜୀବନ
# କମିଶନରେଟ ପୁଲିସର ସରକାରଙ୍କୁ ପ୍ରସ୍ତାବ – ଗଠନ ହେବ ସ୍ପେଶାଲ କ୍ରାଇମ ୟୁନିଟ
# କଳାହାଣ୍ଡି ଜାରିଙ୍ଗ ଜଙ୍ଗଲ ଗଣଦୁଷ୍କର୍ମ ଘଟଣା, ପାଞ୍ଚ ଅଟକ – କଳାହାଣ୍ଡି ଗସ୍ତ କଲେ ରାଜ୍ୟ ମହିଳା କମିଶନଙ୍କ ତିନି ଜଣିଆ କମିଟି
# ଦେବଗଡ଼ ଜିଲ୍ଲା ଚଟିବରଘାଟରୁ କଲରାପତରିଆ ବାଘ ଛାଲ ଜବତ – ୬ ଅଟକ
# ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ – ଉଚ୍ଚଶିକ୍ଷା ବିଭାଗରେ ଲାଗିବ ବାୟୋମେଟ୍ରିକ ମେସିନ୍‌ ଲଗାଯିବ
# ରାଉରକେଲା ବ୍ରାହ୍ମଣୀ ନଦୀ ପୋଲର ସ୍ଲାବ୍‌ ଭାଙ୍ଗିଲା – ଯାତାୟତ ବାଧାପ୍ରାପ୍ତ
# ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରସଙ୍ଗ – ଆସନ୍ତା ୩୦ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଅର୍ଥନୈତିକ ଅବରୋଧ
# କାଲି ପ୍ରକାଶ ପାଇପାରେ ବିଜେପୁର ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ
# ନୂତନ ମୋଟର୍‌ ଭେଇକିଲ୍‌ ଆକ୍ଟରେ ଗାଡ଼ି ଚଲାଇବା ନିୟମ କଡ଼ାକଡ଼ି – ବ୍ଲକ୍‌ ସ୍ତରରେ ଖୋଲିବ ଡିଏଲ୍‌ କ୍ୟାମ୍ପ
# ବାଲେଶ୍ବର ଜିଲା ଔପଦା ବ୍ଲକ ଜଗାଆମ୍ବ ଗ୍ରାମରେ ସାପ କାମୁଡ଼ାରେ ଜଣେ +୨ ପ୍ରଥମ ବର୍ଷ ଛାତ୍ରଙ୍କ ମୃତ୍ୟୁ
# ସମ୍ବଲପୁର ଭଣ୍ଡାରିମାଳ ଗାଁରେ ଡବଲ ମର୍ଡର – ୨ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା
# ଏସଏସବିର ଖାମଖିଆଲ ନୀତି – ପ୍ରକାଶ ପାଇପାରୁନି ଇତିହାସ ବିଭାଗ ଚୂଡ଼ାନ୍ତ ଫଳ
# ଅନୁଗୁଳ ନାଲକୋ ନଗର ସିପିପି ଅଞ୍ଚଳରେ ଗଞ୍ଜେଇ ଟାଣିବାକୁ ମନା କରିବାରୁ ଜଣେ ଯୁବକ ନିଜ ଦେହରେ ନିଆଁ ଲଗାଇ ଗୁରୁତର ଆହତ
# ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଠେବରା ଗ୍ରାମରେ ବଜ୍ରାଘାତରେ ଜଣେ ମହିଳା ମୃତ – ମୃତକ ହେଉଛନ୍ତି ସୁରେନ ମୁଣ୍ଡାଙ୍କ ପତ୍ନୀ ଜଏମିନି ମୁଣ୍ଡା

- Advertisement -

ଜାତୀୟ
# ଜୀବନବ୍ୟାପି ଅବଦାନ ପାଇଁ ଅମିତାଭ ବଚ୍ଚନ ପାଇବେ ଦାଦା ସାହିବ ଫାଲକେ ପୁରସ୍କାର
# ସାରଦା ଚିଟଫଣ୍ଡ ମାମଲାରେ କୋଲକାତାର ପୂର୍ବତ୍ତନ ପୁଲିସ କମିଶନର ରାଜୀବ କୁମାରଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ଆସନ୍ତାକାଲି ହେବ
# ଘରୋଇ ସୁରକ୍ଷା ଏଜେନ୍ସିଗୁଡିକ ସେମାନଙ୍କ ସୁରକ୍ଷା କର୍ମୀମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନାର ଲାଭ ନେବାକୁ କହିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା
# ଜନତା ଦରବାରରେ ଥାନାଧିକାରୀଙ୍କୁ ଧମକ ଦେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ – ତୋ ପୋଷାକ ଖୋଲିଦେବି
# ଛତିଶଗଡ଼ କାଙ୍କେର ଜିଲାରେ ମାଓ ହିଂସା – ୩ ମୃତ
# ପୁଲିସ କୌଣସି ଅପରାଧିକ ମାମଲାର ତଦନ୍ତ କରୁଥିବା ସମୟରେ ଅଭିଯୁକ୍ତଙ୍କ ଅଚଳାଚଳ ସମ୍ପତ୍ତିକୁ ଜବତ ବା କୋରଖ କରିପାରିବ ନାହିଁ କହିଲେ ସୁପ୍ରିମକୋର୍ଟ
# ଜୈବ ଇନ୍ଧନ ସମ୍ମିଳନୀ -୨୦୧୯ରେ କହିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ – ଅନ୍ନଦାତା ଚାଷୀ ଭାଇଙ୍କୁ ଉର୍ଜା ଦାତା କରିବା ଆମର ଲକ୍ଷ୍ୟ
# ନବଜାତ ଶିଶୁଙ୍କ ଆନୁବଂଶିକ ରୋଗର ନିଦାନ ଲାଗି ଆରମ୍ଭ ହେଲା ‘ଉମିଦ’ ଯୋଜନା
# ‘ହାଓଡି ମୋଦୀ’ କାର୍ଯ୍ୟକ୍ରମକୁ ପ୍ରଶଂସା କଲେ କଂଗ୍ରେସର ବରିଷ୍ଠ ନେତା ମିଲିନ୍ଦ ଦେଓରା
# ଆନ୍ଧ୍ର – ବିଶାଖାପାଟନମ ଜିଲା କିମଲବନ୍ଧୀ ଜଙ୍ଗଲରେ ଗ୍ରେହାଉଣ୍ଡ ଯବାନ ଓ ମାଓବାଦୀ ଗୁଳିବିନିମୟ – ଦୁଇ ମାଓବାଦୀ ମୃତ
# ଇପିଏଫ ସୁଧ ହାର ୮.୬୫ ପ୍ରତିଶତକୁ ବୃଦ୍ଧି କଲେ କେନ୍ଦ୍ର ସରକାର – ବର୍ଷ ୨୦୧୮-୨୦୧୯ ପାଇଁ ଲାଗୁ ହେବ ବର୍ଦ୍ଧିତ ସୁଧ ହାର
# ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲା – ରାମ ଚବୁତରା ଭଗବାନ ରାମଙ୍କ ଜନ୍ମ ସ୍ଥଳୀ ବୋଲି ସ୍ଵୀକାର କଲା ମୁସଲିମ ପକ୍ଷ
# ସୋସିଆଲ୍‌ ମିଡିଆର ଦୁରୁପଯୋଗ ରୋକିବାକୁ ନୀତି ନିର୍ଦ୍ଦାରଣ କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଆନ୍ତର୍ଜାତିକ
# ପାକ ଅଧିକୃତ କାଶ୍ମୀରରେ ୬.୧ ତୀବ୍ରତା ବିଶିଷ୍ଟ ଭୂମିକମ୍ପ – ୧୯ ମୃତ, ୬ ଶହ ଆହତ
# ୬.୧ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ପରେ ପାକ ଅଧିକୃତ କାଶ୍ମୀରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ପାକ ସରକାର
# ପାକ ଅଧିକୃତ କାଶ୍ମୀରରେ ଉଦ୍ଧାର କାର୍ଯ୍ୟ ପାଇଁ ସେନା ପଠାଇଲେ ପାକ ସରକାର
# ୯/୧୧ ଆତଙ୍କବାଦୀ ଆକ୍ରମଣ ପରେ ଆମେରିକାକୁ ସହଯୋଗ କରିବା ପାକିସ୍ତାନର ସବୁଠୁ ବଡ଼ ଭୁଲ ଥିଲା – ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ
# ଜଙ୍ଗଲରେ ଲାଗିଥିବା ନିଆଁ ପ୍ରଭାବରେ ଇଣ୍ଡୋନେସିଆ ଆକାଶର ରଙ୍ଗ ଧୀରେ ଧୀରେ ଲାଲ ରଙ୍ଗରେ ପରିଣତ ହେବାକୁ ଲାଗିଛି
# ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ – ମୋତେ ନୋବେଲ ଶାନ୍ତି ପୁରସ୍କାର ନ ମିଳିବା ଅନ୍ୟାୟ
# ଇମ୍ରାନଙ୍କୁ ନିରାଶ କଲେ ଟ୍ରମ୍ପ – ଇମ୍ରାନଙ୍କ ସମ୍ନାରେ କଲେ ଭାରତର ପ୍ରଶଂସା
# ପାକିସ୍ତାନର ନୂଆ ଚାଲ – ଆତଙ୍କବାଦୀ ସଂଗଠନ ‘ଜୈଶ-ଏ-ମହମ୍ମଦ’ ନାମ ପରିବର୍ତ୍ତନ କରି ହେଲା ‘ମଜଲିସ ଉରାସା-ଏ-ଶୁହୁଦା ଜାମ୍ମୁ ୱା କାଶ୍ମୀର’
# ଫୋବର୍ସ ତାଲିକାରେ ତୃତୀୟ ସ୍ଥାନରେ ଭାରତୀୟ ଆଇଟି କମ୍ପାନୀ ଇନଫୋସିସ – ପ୍ରଥମ ସ୍ଥାନରେ ଭିସା ଓ ଦ୍ୱିତୀୟ ସ୍ଥାନରେ ଇଟାଲୀର ଫେରାରି
# କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ନେଇ କରିଥିବା ଟ୍ଵିଟ୍ ହଟାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories