ଫୁଲବାଣୀ: ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ବୁଧବାର ଦୋଷୀକୁ ୨୦ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ହଜାର ଟଙ୍କା ଜରିମାନା ହୋଇଥିବା ଜଣାପଡିଛି। ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।
ସୂଚନା ମୁତାବକ, ୨୦୧୫ମସିହାରେ ଖଜୁରୀପଡା ଥାନା ଅଞ୍ଚଳରେ ଏକ ଗଣ ଦୁଷ୍କର୍ମ ହୋଇଥିଲା। ଜଣେ ବିଦ୍ୟାଳୟ ଯାଉଥିବା ଛାତ୍ରୀଙ୍କୁ ବାଟରୁ ଉଠାଇ ନେଇ ଗଣଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାରେ ଜଣେ ଗିରଫ ହୋଇଥିବାବେଳେ ଜଣେ ଫେରାର ରହିଛି।
ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ ଦଣ୍ଡାଦେଶ
Popular Categories



