www.samajalive.in
Wednesday, November 19, 2025
29.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ଆଜି କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ ଖଡ଼ଗେ… ନୂଆଦିଲ୍ଲୀ ସ୍ଥିତ ଏଆଇସିସି କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ… ଉତ୍ସବରେ ଯୋଗଦେବାକୁ କାର୍ଯ୍ୟକାରିଣୀ ସଦସ୍ୟ, ପିସିସି ମୁଖ୍ୟ ଓ ସମସ୍ତ ସାଂସଦଙ୍କୁ ନିମନ୍ତ୍ରଣ… ପୂର୍ବତନ ପିସିସି ମୁଖ୍ୟ ଓ ବିଧାୟକ ଦଳ ନେତା ମଧ୍ୟ ଯୋଗଦେବେ…

(୨) ଆସାମରେ ବାତ୍ୟା ସିତ୍ରାଙ୍ଗର ତାଣ୍ଡବ… ବାତ୍ୟା ଯୋଗୁଁ ୮୩ଟି ଗାଁର ଲୋକ ପ୍ରଭାବିତ ହୋଇଥିବା ସୂଚନା… ୧୧୪୬ ଲୋକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ଦେଲେ ରାଜ୍ୟ ସରକାର… ଅନେକ ସ୍ଥାନରେ ଉପୁଡ଼ିଛି ବିଦ୍ୟୁତ୍‌ ଖୁଣ୍ଟ… ଘାଙ୍ଗିଛି ଘର ଓ ବଡ଼ ବଡ଼ ଗଛ…

- Advertisement -

(୩) ଆଜିଠୁ ଧାମନଗରରେ ଲାଗିବ ହେବିୱେଟଙ୍କ ଭିଡ଼… କାଲିଠୁ ମୈଦାନକୁ ଓହ୍ଲାଇବେ ୩ କେନ୍ଦ୍ରମନ୍ତ୍ରୀ… ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କ ପାଇଁ ପ୍ରଚାର କରିବେ ଧର୍ମେନ୍ଦ୍ର… ସେପଟେ କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର ମଙ୍ଗ ଧରିବେ ପିସିସି ସଭାପତି… ବିଜେଡିର ଅବନ୍ତୀ ଦାସଙ୍କ ପାଇଁ ଭୋଟ୍‌ ମାଗିପାରନ୍ତି ମୁଖ୍ୟମନ୍ତ୍ରୀ…

(୪) ରାଜ୍ୟରେ ବର୍ତ୍ତମାନ ବଦଳିବନି ପାଗ… ଆଗାମୀ ୪ରୁ ୫ ଦିନ ଯାଏଁ ଶୁଖିଲା ପାଗ ରହିବା ସମ୍ଭାବନା… ଉଭୟ ଦିନ ଓ ରାତିର ତାପମାତ୍ରାରେ ହେବନି ବିଶେଷ ପରିବର୍ତ୍ତନ… ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

(୫) ସିଡନୀରେ ଭାରତୀୟ କ୍ରିକେଟ୍‌ ଟିମ୍‌ ଅସନ୍ତୁଷ୍ଟ… ନେଟ୍‌ ପ୍ରାକ୍ଟିସ୍‌ ପାଇଁ ମନା କଲା ଦଳ… ହୋଟେଲ ଠାରୁ ୪୨ କିମି ଦୂରରେ ବ୍ଲାକଟାଉନ ପ୍ରାକ୍ଟିସ… ମ୍ୟାଚ୍‌ ପୂର୍ବରୁ ଏତେ ଦୂରଯାଇ ଅଭ୍ୟାସ କରିବା ସମ୍ଭବ ନୁହେଁ ବୋଲି କହିଲା ଟିମ୍‌… ଖାଦ୍ୟକୁ ନେଇ ମଧ୍ୟ ଅସନ୍ତୋଷ ଜାହିର କଲେ ଖେଳାଳି… ଆସନ୍ତାକାଲି ଭାରତ ସହ ନେଦରଲାଣ୍ଡ ମୁକାବିଲା…

Hot this week

ମାରି​ଦେଲା ଚିପ୍ସ ପ୍ୟାକେଟ୍ ଖେଳନା

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ...

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

ବଢୁଛି ଭାଇରାଲ ସଂକ୍ରମଣ: କଣ କରିବେ

ସମାଜ ଡିଜିଟାଲ ଡେସ୍କ: ଆମ ଚାରିପାଖରେ ଅନେକ ଲୋକଙ୍କୁ ଦେଖିଛେ ଯେଉଁମାନେ...

Related Articles

Popular Categories