BJD Bijuli 480×75 Mob

ଭାରତ-ଇଣ୍ଡୋନେସିଆ ସପ୍ତମ ଯୁଗ୍ମ ପ୍ରତିରକ୍ଷା ସହଯୋଗ କମିଟି ବୈଠକ

BJD Bijuli 480×75 Mob

ଡେସ୍କ: ଆସନ୍ତାକାଲି (ଶୁକ୍ରବାର) ନୂଆଦିଲ୍ଲୀରେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସପ୍ତମ ଯୁଗ୍ମ ପ୍ରତିରକ୍ଷା ସହଯୋଗ କମିଟି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପ୍ରତିରକ୍ଷା ସଚିବ ଗିରିଧର ଅରମାନେ ଏବଂ ଇଣ୍ଡୋନେସିଆର ପ୍ରତିରକ୍ଷା ମହାସଚିବ ଏୟାର ମାର୍ଶାଲ (ଅବସରପ୍ରାପ୍ତ) ଡୋନି ଏରମାୱାନ୍ ତୌଫାଣ୍ଟୋ ମିଳିତ ଭାବେ ଅଧ୍ୟକ୍ଷତା କରିବେ। ଆଜିଠାରୁ ଚଳିତ ମାସ ୪ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଥିବା ଇଣ୍ଡୋନେସିଆ ମହାସଚିବ ନୂଆଦିଲ୍ଲୀ ଏବଂ ପୁଣେରେ ଥିବା ଭାରତୀୟ ପ୍ରତିରକ୍ଷା ଶିଳ୍ପ ସହ ମଧ୍ୟ ଆଲୋଚନା କରିବେ।

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ – ତେଲେଙ୍ଗାନା ବିଧାନସଭା ବାଚସ୍ପତିଙ୍କ ବିରୋଧରେ ବିଜେପିର ଅଭିଯୋଗ

Comments are closed.