www.samajalive.in
Wednesday, December 10, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ.. ତେଲଙ୍ଗାନା ହାଇକୋର୍ଟ ଦେଲେ ଜାମିନ.. ହାଇଦ୍ରାବାଦର ଏକ ସିନେମାହଲ୍‌ରେ ‘ପୁଷ୍ପା ୨’ ପ୍ରଦର୍ଶନ ସମୟରେ ଦଳାଚକଟା ମାମଲାରେ ଆଜି ଗିରଫ ହୋଇଥିଲେ ଅଭିନେତା.. ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା..

ଡି. ଗୁକେଶଙ୍କୁ ୫ କୋଟି ପୁରସ୍କାର ଘୋଷଣା କଲେ ତାମିଲନାଡୁ ସରକାର.. ଚୀନର ଡିଙ୍ଗ ଲିରେନଙ୍କୁ ହରାଇ ସର୍ବକନିଷ୍ଠ ବିଶ୍ଵ ଚେସ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛନ୍ତି..

- Advertisement -

ରେଣୁକାସ୍ଵାମୀ ହତ୍ୟା ମାମଲାରେ କନ୍ନଡ଼ ଅଭିନେତା ଦର୍ଶନ ଥୁଗୁଦୀପାଙ୍କୁ ଜାମିନ ଦେଲେ କର୍ଣ୍ଣାଟକ ହାଇକୋର୍ଟ.. ଦର୍ଶନ ଏବଂ ଅନ୍ୟ ୬ ଅଭିଯୁକ୍ତଙ୍କୁ ମିଳିଲା ଜାମିନ.. ଗତ ଜୁନ ୧୧ରେ ଗିରଫ କରିଥିଲା ପୁଲିସ…

ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାଠାରେ ହେବ ପ୍ଲାନେଟୋରିୟମ.. ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..

ବଣାଇରେ ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା ଘଟଣା.. ବନ୍ଧୁକ ଜବତ, ମହିଳାଙ୍କ ସ୍ୱାମୀ ସହ ୪ ଅଟକ..

ଜାଡରେ ଥରୁଛି ସାରା ଓଡ଼ିଶା, ୧୦.୨ ଡିଗ୍ରୀ ସହ ରାଉରକେଲା ସବୁଠୁ ଥଣ୍ଡା ସହର..

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories