www.samajalive.in
Sunday, December 7, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବଦଳିବ ସରକାରୀ କୋଠା ରଙ୍ଗ.. ସରକାରୀ କୋଠାର ରଙ୍ଗ କମଳା ଓ ନାଲି ରଙ୍ଗ ହେବ.. ଏନେଇ ସମସ୍ତ ମୁଖ୍ୟ ଯନ୍ତ୍ରୀ, ଓବିସିସିକୁ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠି.. କୋଠାର ବାହାର ପଟ କମଳା ରଙ୍ଗ ଓ ନାଲି ବର୍ଡର ରହିବ..

ବ୍ୟକ୍ତିଗତ ସଚିବ ଏବଂ ଓଏସଡି ଚୟନ ଓ ନିଯୁକ୍ତି ପାଇଁ ନିର୍ଦେଶାବଳୀ ଜାରି କଲେ ରାଜ୍ୟ ସରକାର..

- Advertisement -

ମେଡିସିନ୍ କ୍ଷେତ୍ରରେ ଦୁଇ ବୈଜ୍ଞାନିକଙ୍କୁ ନୋବେଲ୍‌.. ଭିକ୍ଟର ଆମ୍ବ୍ରୋସ୍‌‌ ଓ ଗ୍ୟାରୀ ରୁଭକୁନଙ୍କୁ ନୋବେଲ ପୁରସ୍କାର.. ମାଇକ୍ରୋ ଆରଏନଏ ଆବିଷ୍କାର ପାଇଁ ଉଭୟଙ୍କୁ ପ୍ରଦାନ କରାଯିବ ଏହି ସମ୍ମାନ..

ଦିଲ୍ଲୀରେ ମାଓ ମୁକାବିଲା ସମୀକ୍ଷା ବୈଠକ ଶେଷ.. ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ଗୁରୁଦାୟିତ୍ୱ ଦେଲେ ଗୃହମନ୍ତ୍ରୀ.. ନକ୍ସଲ ମୁକାବିଲା ନେଇ ପ୍ରତି ମାସରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ସହ ପ୍ରତି ୧୫ଦିନରେ ଥରେ ସମୀକ୍ଷା କରିବେ ପୁଲିସ ଡିଜି.. ଜିଲାସ୍ତରରେ ମାସକୁ ଥରେ ଯାଇ ସେଠାରେ ରାତ୍ରି ଯାପନ କରିବେ..

କୋଇଲା ଖଣିରେ ବିସ୍ଫୋରଣ ଘଟି ୭ ଶ୍ରମିକ ମୃତ, ୧୦ରୁ ଅଧିକ ଶ୍ରମିକ ଆହତ.. ପଶ୍ଚିମବଙ୍ଗର ବୀରଭୂମ ଜିଲାରେ କୋଇଲା ଖନନ ସମୟରେ ଘଟିଛି ଅଘଟଣ..

ବ୍ରହ୍ମପୁରରେ ବସ୍‌‌ ଧର୍ମଘଟ ଡାକରା ପ୍ରତ୍ୟାହୃତ.. ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ଧର୍ମଘଟରୁ ଓହରିଲା ଘରୋଇ ବସ ମାଲିକ ସଂଘ..

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories