www.samajalive.in
Sunday, December 7, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମନୋଜ ଆହୁଜା ହେଲେ ନୂଆ ମୁଖ୍ୟ ଶାସନ ସଚିବ.. ଜୁନ ୩୦ରେ ଅବସର ନେବେ ପ୍ରଦୀପ ଜେନା..

ମହାରାଷ୍ଟ୍ରରେ ୪୪ ଲକ୍ଷ ଚାଷୀଙ୍କ ବିଦ୍ୟୁତ ବିଲ ଛାଡ କରିବାକୁ ଘୋଷଣା କଲେ ସିନ୍ଦେ ସରକାର..

- Advertisement -

ଜିଓ ପ‌ରେ ଏୟାରଟେଲ ଗ୍ରାହକଙ୍କୁ ଝଟକା.. ଅନେକ ପ୍ଲାନ ମୂଲ୍ୟରେ ହେଲା ବୃଦ୍ଧି..

ଗୁଣୁପୁର ଶ୍ରମ ବିଭାଗ କାର୍ୟ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ..

ହେମନ୍ତ ସୋରେନଙ୍କୁ ଆଶ୍ୱସ୍ତି.. ହାଇକୋର୍ଟରୁ ମିଳିଲା ଜାମିନ..

ଲୋକସଭାରେ ଉଠିଲା ନିଟ୍‍ ପ୍ରଶ୍ନପତ୍ର ଲିକ୍‍ ପ୍ରସଙ୍ଗ.. ସୋମବାର ଯାଏଁ ଗୃହକୁ ମୁଲତବୀ କଲେ ବାଚସ୍ପତି..

ଆଇପିଏସ୍‍ ଆଶିଷ ସିଂହଙ୍କୁ ନେଇ ମୁହଁ ଖୋଲିଲେ ପୁଲିସ ଡିଜି.. ଜୁନ ୩ରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଶିଷ ସିଂହ..

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ.. ରାଜ୍ୟରେ ୩ ଦିନ ଲାଗି ରହିବ ବର୍ଷା..

ବଦଳିପାରେ ମେକ୍‍ ଇନ୍‍ ଓଡ଼ିଶା ନାଁ.. ନୂଆ ନାମ ପାଇଁ ଶିଳ୍ପମନ୍ତ୍ରୀ କହିଛନ୍ତି.. ମେକ୍‍ ଇନ୍‍ ଓଡ଼ିଶା ନାଁ ବଦଳରେ ଉତ୍କଳ ଇନଭେଟ ସମ୍ମିଟ୍‍ ହୋଇପାରେ..

ଝାରସୁଗୁଡ଼ା: ଦୁଇ ଝିଅଙ୍କୁ ଧରି ଛାତରୁ ଡେଇଁଲା ମା’.. ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି..

କୋରାପୁଟ ଜିଲାର ପଢ଼େଇଗୁଡ଼ା ଗ୍ରାମରେ ୨ ଆନ୍ଥ୍ରାକ୍ସ ରୋଗୀ ଚିହ୍ନଟ.. ୬ ଜଣଙ୍କ ନମୁନାରୁ ୨ ଜଣଙ୍କଠାରେ ଆନ୍ଥ୍ରାକ୍ସ ଚିହ୍ନଟ ହୋଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା..

ପେରୁରେ ଶକ୍ତିଶାଳୀ ଭୂକମ୍ପ ଝଟକା..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories