www.samajalive.in
Monday, December 15, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଉତ୍ତର ପୂର୍ବାଞ୍ଚଳର ୩ ରାଜ୍ୟରେ ବିଧାନସଭା ଜନାଦେଶ.. ତ୍ରିପୁରାରେ ପୁଣି କ୍ଷମତାକୁ ଫେରିବ ବିଜେପି.. ନାଗାଲାଣ୍ଡରେ ବି ସରକାର ଗଢ଼ିବ ବିଜେପି ମେଣ୍ଟ.. ମେଘାଳୟରେ ଏବେ ବି ସ୍ଥିତି ଅସ୍ପଷ୍ଟ..

ଯୁକ୍ତ ୨ ଛାତ୍ରୀଙ୍କ ଗଳା କାଟିଲା ଯୁବକ.. ରାୟଗଡ଼ା ଜିଲା ଗୁମୁଡ଼ା ସ୍ଥିତ ଦ୍ରୌପଦୀ କଲେଜ ନିକଟରେ ଛାତ୍ରୀଙ୍କ ଗଳା କାଟିଲା ଯୁବକ.. ପରୀକ୍ଷା ଦେଇ ବାହାରିବାବେଳେ ଗଳା କାଟିଦେଲା.. ଗୁରୁତର ଛାତ୍ରୀ ବ୍ରହ୍ମପୁର ସ୍ଥାନାନ୍ତର.. ଯୁବକ ପୁଲିସ ଦ୍ବାରା ଅଟକ..

- Advertisement -

ରାଉରକେଲା ରେଳ ଷ୍ଟେସନ ନିକଟବର୍ତ୍ତୀ ହୋଟେଲ ଅମର୍ ଭବନ ନିକଟରେ ଜଣେ ରୁଷୀୟ ପର୍ଯ୍ୟଟକଙ୍କୁ ଆକ୍ରମଣ କରାଯାଇଛି.. ପର୍ଯ୍ୟଟକ ନାଁ ରୋମାନ.. ଆକ୍ରମଣ କରି ନଗଦ ପାଞ୍ଚ ହଜାର ଟଙ୍କା, ମୋବାଇଲ, ଭିସା ଆଦି ଲୁଟି ନେଇଛନ୍ତି..

ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ୫-ଟି ସଚିବ.. ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡ ଓ ମା’ କିଚକେଶ୍ବରୀ ମନ୍ଦିର ବୁଲି ଦେଖିଲେ..

ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ.. ପ୍ରଧାନମନ୍ତ୍ରୀ, ବିରୋଧୀଦଳ ନେତା ଓ ପ୍ରଧାନବିଚାରପତିଙ୍କୁ ନେଇ ଗଠିତ କମିଟି ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କୁ ଚୟନ କରିବେ.. ଏମାନଙ୍କ ସୁପାରିଶକ୍ରମେ ସିଇସି ଓ ଇସିଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେବେ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି..

ଅଭିନେତା ପିଣ୍ଟୁ ନନ୍ଦଙ୍କ ୪୭ ବର୍ଷ ବୟସରେ ପରଲୋକ ଘଟିଛି, ହାଇଦ୍ରାବାଦର ଯଶୋଦା ମେଡ଼ିକାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ପରଲୋକ ଘଟିଛି..

ସେ କିଛିଦିନ ହେବ ଲିଭର ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ..

ଇନ୍ଦୋର ଟେଷ୍ଟ.. ଅଷ୍ଟ୍ରେଲିଆ ୧୯୭ରେ ଅଲ୍‌‌ଆଉଟ୍‌‌.. ଶେଷ ୧୧ ରନରେ ୬ ୱିକେଟ ହରାଇଲା ଅଷ୍ଟ୍ରେଲିଆ..

ଲୋକ ସେବା ଭବନରେ ୮ ହଜାର ସହଯୋଗୀଙ୍କୁ ସାଇକେଲ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.. ଜଳସାଥୀ, ଆହାର କର୍ମୀ ପାଇଲେ ସାଇକେଲ..

ଉତ୍ତରପ୍ରଦେଶର କାନପୁର ଜିଲାରେ ସଡକ ଦୁର୍ଘଟଣା .. ଏକ ପିକଅପ୍‌‌ ଭ୍ୟାନ ଏକ ଗଛ ସହ ଧକ୍କା ହୋଇ ୩  ମୃତ..  ୫ ଆହତ..

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories