ବାଣୀବିହାରରେ ଜବରଦଖଲ କ୍ୱାର୍ଟର୍ସ ଉଚ୍ଛେଦ ଆରମ୍ଭ
ଅନଧିକୃତ ଭାବେ ମାଡି ବସିଥିବା କ୍ୱାର୍ଟର୍ସକୁ ଖାଲି କରାଯାଉଛି
ହଷ୍ଟେଲରୁ ଅଣଛାତ୍ରଙ୍କୁ ତଡିବା ପରେ ଖାଲି କରାଯାଉଛି, ୪ପ୍ଲାଟୁନ ପୁଲିସ ଫୋର୍ସ..
ପାଖାପାଖି ୫୦ଟି କ୍ୱାର୍ଟର୍ସରେ ଉଚ୍ଛେଦ ଜାରି..
ବିଜେଡି ପରିଚାଳନାକୁ ନେଇ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ପ୍ରତିକ୍ରିୟା
ଦେବାଶିଷ, ରଣେନ୍ଦ୍ର, ଅରୁଣ, ଭୂପିନ୍ଦରଙ୍କ ପରେ ମୁହଁ ଖୋଲିଲେ ପ୍ରଫୁଲ୍ଲ
ଆଗକୁ ଯଦି ଦଳ ଠିକ୍ ଭାବେ ନ ଚାଲେ ତାହେଲେ ଦଳଠୁ ଦୂରେଇ ଯିବି..
ପିତୃପକ୍ଷରେ ଏହି ୩ଟି ବୃକ୍ଷ ନିକଟରେ ଲଗାନ୍ତୁ ଦୀପ ; ଦେଖନ୍ତୁ ଚମତ୍କାର
ବିଜେଡି ଛାଡ଼ିଲେ ଛାତ୍ରନେତା ହରିଶଙ୍କର ରାଉତ..
ଦିଲ୍ଲୀ ପୁଲିସ କବ୍ଜାରେ ଡଜନେ ସନ୍ଦିଗ୍ଧ, ବିସ୍ଫୋରକ ଜବତ, ଆଇଏସଆଇଏସ ଷ୍ଟାଇଲ୍ରେ ବିସ୍ଫୋରଣ କରିବା ପାଇଁ ଯୋଜନା କରୁଥିବା ସୂଚନା,କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ତଥ୍ୟ ଆଧାରରେ ଚଢାଉ କରି କାବୁ କଲା..
ଜେଫରି ଏପଷ୍ଟିନ ଲିଙ୍କରେ ବ୍ରିଟିଶ ଆମ୍ବାସାଡର, ଆମେରିକା ଦୂତାବାସରୁ ହଟାଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ..
ଏହି ୫ ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ : ଆରମ୍ଭ ହେଲା ଦୁର୍ଲ୍ଲଭ ଦ୍ୱିଦ୍ୱାଦଶ ଯୋଗ



