www.samajalive.in
Monday, December 15, 2025
26.1 C
Bhubaneswar

ଜେଫରି ଏପଷ୍ଟିନ ଲିଙ୍କ: ଆମେରିକା ଦୂତାବାସରୁ ହଟିଲେ ବ୍ରିଟିଶ ଆମ୍ବାସାଡର

ସମାଜ ଡିଜିଟାଲ ଡେସ୍କ: ଯୌନ କେଳେଙ୍କରୀରେ ଲିପ୍ତ କୁଖ୍ୟାତ ଅପରାଧୀ ଜେଫରୀ ଏପଷ୍ଟିନ ସହିତ ସମ୍ପର୍କ ରଖିଥିବା ଆମେରିକା ଦୂତାବାସରେ ଅବସ୍ଥାପିତ ବ୍ରିଟିଶ ଆମ୍ବାସାଡର ପିଟର ମାଣ୍ଡେଲସନଙ୍କୁ ହଟାଇଛି ବ୍ରିଟେନ। ବ୍ରିଟେନ ପ୍ରଧାନମନ୍ତ୍ରୀ କେର୍‌ ଷ୍ଟାର୍ମର ପିଟରଙ୍କୁ ହଟାଇବାକୁ ବୈଦେଶିକ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି।

ଏପଷ୍ଟିନଙ୍କ ସହିତ ପିଟରଙ୍କ କେବଳ ଗଭୀର ସମ୍ପର୍କ ନ ଥିଲା, ବରଂ ଏପଷ୍ଟିନ ଯେତେବେଳେ ପ୍ରଥମେ ଦୋଷୀ ସାବ୍ୟସ୍ତ ହୋଇଥିଲେ ସେତେବେଳେ ପିଟର ତାହାକୁ ତ୍ରୁଟିପୂର୍ଣ୍ଣ ଏବଂ ଉପର କୋର୍ଟରେ ଚ୍ୟାଲେଞ୍ଜ କରାଯିବା ଉଚିତ ବୋଲି କହିଥିଲେ। ପିଟର ଏ ନେଇ ଏପଷ୍ଟିନଙ୍କୁ କେତେକ ଇ-ମେଲ ମଧ୍ୟ କରିଥିଲେ। କିନ୍ତୁ ସେତେବେଳେ ତାହାକୁ ଗୋପନ ରଖାଯାଇଥିଲା। କିନ୍ତୁ କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବର୍ତ୍ତମାନ ଏସବୁ ଇ-ମେଲଗୁଡ଼ିକୁ ପ୍ରଘଟ କରାଯିବା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ପିଟରଙ୍କୁ ଦୂତାବାସରୁ ବହିସ୍କାର କରିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories