ଏହି ୫ ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ : ଆରମ୍ଭ ହେଲା ଦୁର୍ଲ୍ଲଭ ଦ୍ୱିଦ୍ୱାଦଶ ଯୋଗ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୧ ସେପ୍ଟେମ୍ବର ୨୦୨୫ରେ ଶୁକ୍ର କର୍କଟ ରାଶିରେ ଓ ବୃହସ୍ପତି ମିଥୁନ ରାଶିରେ ରହି ୩୦ ଡିଗ୍ରୀରେ ରହି ବିଶେଷ ଦୁର୍ଲ୍ଲଭ ଦ୍ୱିଦ୍ୱାଦଶ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବ ସମସ୍ତ ରାଶି ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ.. ଶୁକ୍ର ସୁଖ, ପ୍ରେମ, ଧନ ଓ ସୌନ୍ଦର୍ଯ୍ୟର କାରକ । ଗୁରୁ ଜ୍ଞାନ, ସମୃଦ୍ଧି ଓ ଭାଗ୍ୟର ପ୍ରତୀକ । ଏହି ଯୋଗ … Continue reading ଏହି ୫ ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ : ଆରମ୍ଭ ହେଲା ଦୁର୍ଲ୍ଲଭ ଦ୍ୱିଦ୍ୱାଦଶ ଯୋଗ