ପିତୃପକ୍ଷରେ ଏହି ୩ଟି ବୃକ୍ଷ ନିକଟରେ ଲଗାନ୍ତୁ ଦୀପ ; ଦେଖନ୍ତୁ ଚମତ୍କାର
ଚଳିତ ବର୍ଷ ପିତୃପକ୍ଷର ଆରମ୍ଭ ୭ ସେପ୍ଟେମ୍ବରରୁ ହୋଇଛି । ୨୧ ସେପ୍ଟେମ୍ବରରେ ଏହା ଶେଷ ହେବ । ହିନ୍ଦୁ ଧର୍ମରେ ଏହି ଦିନମାନଙ୍କର ଖୁବ୍ ମହତ୍ତ୍ୱ ରହିଛି । ଏହି ସମୟରେ ପୂର୍ବ ପୁରୁଷଙ୍କୁ ଶାନ୍ତ କରିବା ପାଇଁ, ଆଶୀର୍ବାଦ ପାଇବା ପାଇଁ ପିଣ୍ଡଦାନ, ତର୍ପଣ ଓ ଶ୍ରାଦ୍ଧ କରାଯାଏ । ମାନ୍ୟତାନୁସାରେ ଏପରି କରିବା ଦ୍ୱାରା ପୂର୍ବ ପୁରୁଷ ଶାନ୍ତ ହେବା ସହ ପରିବାରରେ ହସଖୁସିର ବାତାବରଣ ରହିଥାଏ । ଧାର୍ମିକ ମାନ୍ୟତାନୁସାରେ ପିତୃପକ୍ଷ … Continue reading ପିତୃପକ୍ଷରେ ଏହି ୩ଟି ବୃକ୍ଷ ନିକଟରେ ଲଗାନ୍ତୁ ଦୀପ ; ଦେଖନ୍ତୁ ଚମତ୍କାର
Copy and paste this URL into your WordPress site to embed
Copy and paste this code into your site to embed