www.samajalive.in
Monday, December 15, 2025
24.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ସୋନପୁର ଜିଲା କଂସାରୀପଡ଼ା ବାହୁଡ଼ାଯାତ୍ରାରେ ଅଘଟଣ.. ରଥ ଚକାରେ ଚାପିହୋଇ ୬ ଆହତ.. ୪ ନାବାଳକ ସମେତ ୬ ଜଣ ଡାକ୍ତରଖାନାରେ ଭର୍ତ୍ତି.. ଜଣେ ଗୁରୁତର ନାବାଳକ ବୁର୍ଲା ସ୍ଥାନାନ୍ତର.. ଅନ୍ୟ ଆହତମାନେ ବିନିକା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି..

ବଢୁଛି ହୀରାକୁଦ୍‌ ଜଳସ୍ତର, ଖୋଲିଲା ଆଉ ୮ଟି ଗେଟ୍‌.. ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ..

- Advertisement -

ବିଜେପି ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି.. ଭୋଟର ତାଲିକା ସୂଚୀରେ ଅଛନ୍ତି ମୋଟ ୨୭୩ ଜଣ.. ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟ ଏବଂ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ମଧ୍ୟରୁ ୧୦ ପ୍ରତିଶତ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି.. ଆସନ୍ତାକାଲି ନାମାଙ୍କନ, ୮ରେ ଭୋଟ୍‌..

ସରକାରୀ ବାସଭବନ ଛାଡୁନାହାନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼.. ସରକାରଙ୍କୁ ଚିଠି ଲେଖିଲା ସୁପ୍ରିମକୋର୍ଟ ପ୍ରଶାସନ..

ନୂଆ ରାଜନୈତିକ ଦଳ ଗଢ଼ିଲେ ଏଲନ ମସ୍କ.. ଆମେରିକା ପାର୍ଟି ନାମରେ ଦଳ ଗଠନ ନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କଲେ ଘୋଷଣା..

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories