www.samajalive.in
Sunday, December 7, 2025
26.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ବାଣୀବିହାର ରେଳ ଷ୍ଟେସନ ନିକଟ ରେଳଧାରଣା ପାଖରୁ ମୃତଦେହ ଜବତ.. ଶରୀରରେ ଅନେକ କ୍ଷତିଚିହ୍ନ ରହିଥିବା ସୂଚନା.. ମୃତଦେହ ଜବତ କରି ତଦନ୍ତ କରୁଛି ପୁଲିସ..

ଆପ୍‌କୁ ଶକ୍ତ ଝଟ୍‌କା.. ଦଳ ଛାଡ଼ିଲେ ଦିଲ୍ଲୀର ପରିବହନ ମନ୍ତ୍ରୀ ତଥା ଆପ୍‌ ନେତା କୈଳାଶ ଗେହଲଟ୍‌..

- Advertisement -

ନାବାଳକ ପାଦରେ ତୁଳସୀ ଦେଇ ପୂଜା କରିବା ଘଟଣା.. ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମରେ ଉତ୍ତେଜନା.. ଆଶ୍ରମ ଭିତରକୁ ପଶିଲେ କିଛି ଲୋକ.. ଆଶ୍ରମ ପରିସରରେ ଉତ୍ତେଜନା.. ଅପରପକ୍ଷେ ଘଟଣାରେ ଶିଶୁ ସୁରକ୍ଷା ଆୟୋଗ ନିଜଆଡୁ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଭରତପୁର ଥାନାକୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି..

ବାଲିଯାତ୍ରାରେ ସିଏମସି ସ୍ଵାସ୍ଥ୍ୟ ଟିମର ଚଢାଉ.. ଉଭୟ ତଳ ଏବଂ ଉପର ପଡିଆରେ ରେଡ୍.. ନଜରରେ ବାସି ଖାଦ୍ୟ ବିକ୍ରି ଏବଂ ଅପମିଶ୍ରଣ.. ଫୁଡ୍ ଷ୍ଟଲରେ ଚଢାଉ କରି ବାସି ଖାଦ୍ୟ ନଷ୍ଟ କଲା ଟିମ୍.. କିଛି ଦୋକାନୀଙ୍କୁ କରାଗଲା ଫାଇନ୍..

ଶ୍ରୀଜଗନ୍ନାଥଙ୍କ ଜମି ବେଆଇନ୍ ବିକ୍ରି ନେଇ ଆଇନ ମନ୍ତ୍ରୀଙ୍କ କଡା ପ୍ରତିକ୍ରିୟା.. କହିଲେ କ୍ରେତା ଓ ବିକ୍ରେତା ସବ ରେଜିଷ୍ଟାର ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ..

ପାରାଦୀପ : ମାଛ ବେପାରୀଙ୍କ ଉପରେ ଚଢିଗଲା ଟ୍ରକ୍.. ଅଠବାଙ୍କୀ ନିକଟରେ ସାଇକେଲରେ ମାଛ ବିକିବାକୁ ଯିବାବେଳେ ଅଘଟଣ.. ଘଟଣାସ୍ଥଳରେ ଉତ୍ତେଜନା..

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories