www.samajalive.in
Saturday, December 6, 2025
17.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଚିଠି..

ଆଇନରେ ଥିବା ଅସଙ୍ଗତି ଦୂର ସହ ଆବଶ୍ୟକ ସଂଶୋଧନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର..

- Advertisement -

ଏସସିବି ମେଡିକାଲରେ ଲଜ୍ଜା..

୨ ଜଣ ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ..

କାର୍ଡିଓଲୋଜୀ ବିଭାଗର ଜଣେ ଡାକ୍ତର ଦୁଷ୍କର୍ମ କରିଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ..

ସକ୍ରିୟ ଘୂର୍ଣ୍ଣିବଳୟ: ୧୮ ଯାଏଁ ବର୍ଷା..

୧୪ରୁ ୧୫ ତାରିଖ ଯାଏଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଏବଂ ସମ୍ବଲପୁର ଜିଲାରେ ବର୍ଷା ପାଇଁ ସତର୍କତା ଜାରି..

୨୫ ଅଗଷ୍ଟରେ ଶୁକ୍ର କରିବେ ଚଳନ: ମୋତି ଭଳି ଏହି ରାଶିଙ୍କ ଭାଗ୍ୟ ଚମକାଇବେ..

ଦିନକ ପରେ ସାରା ଦେଶ ପାଳିବ ୭୮ତମ ସ୍ଵାଧୀନତା ଦିବସ: ଭୁବନେଶ୍ଵର ଗାନ୍ଧି ମାର୍ଗରେ ବ୍ୟାପକ ପ୍ରସ୍ତୁତି..

ରାଜ୍ୟସ୍ତରୀୟ ପରେଡ୍ ଲାଗି ସୁରକ୍ଷା ବଳ ପକ୍ଷରୁ ଗାନ୍ଧି ମାର୍ଗରେ ଫୁଲ୍ ଡ୍ରେସ୍ ରିହର୍ସାଲ..

ପୂର୍ବତନ କଂସ ମହାରାଜାଙ୍କ ପରଲୋକ..

ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁଙ୍କ ପରଲୋକ..

୭୦ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ପରଲୋକ..

ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ନିଲମ୍ବିତ..

ସେଲଫି ନେଇ ଜୀବନ ହାରିଲେ ଦମ୍ପତି ; ଚିଠି ଲେଖିଲେ, ଏଥିପାଇଁ କଲେ ଆତ୍ମହତ୍ୟା..

୧୮ମାସ ପାଇଁ ନିଲମ୍ବିତ କଲା ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ..

ଆଣ୍ଟି ଡୋପିଂ ନିୟମ ଉଲ୍ଲଘଂନ ଅଭିଯୋଗରେ ନିଲମ୍ବିତ..

୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇପାରିବେନି ପ୍ରମୋଦ..

ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ଗିରଫ..

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ..

ରଥଯାତ୍ରା ସମୟରେ ଆଡପ ପହଣ୍ଡି ବେଳେ ବଡ ଠାକୁର ପଡିଯିବା ଘଟଣା..

ଦେଖନ୍ତୁ ଭିଡିଓ ; ଖଟ ଗଦି ତଳେ ଲୁଚି ରହିଥିଲା ସାପ, ଧରିବା ମାତ୍ରେ..

୩ ଜଣିଆ କମିଟିର ତଦନ୍ତ ଆରମ୍ଭ, ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ, ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ, ଜେଟିପିଙ୍କୁ ପଚରାଉଚରା..

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories