www.samajalive.in
Friday, December 5, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ଖଟ ଗଦି ତଳେ ଲୁଚି ରହିଥିଲା ସାପ, ଧରିବା ମାତ୍ରେ..

ନୂଆଦିଲ୍ଲୀ : ବର୍ଷା ଦିନ ଖରାରୁ ଆଶ୍ୱସ୍ତି ଦେଇଥାଏ । ମାତ୍ର ଏହି ଦିନରେ ସାପ ବିଭିନ୍ନ ସ୍ଥାନରେ ଦେଖା ଯାଆନ୍ତି । ଅନେକ ସମୟରେ ଅଧିକାଂଶଙ୍କ ଜୀବନ ବିପଦରେ ପଡିଥାଏ । ସର୍ପ ଦଶଂନର ଭୟ ରହିଥାଏ । ଏଭଳି କି ଘର, ଗାଡି ଭିତରେ ମଧ୍ୟ ସାପ ଲୁଚି ରହି ଥାଆନ୍ତି । ତେଣୁ ସଭିଁଙ୍କୁ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ରଖିବା ଜରୁରୀ । ସୋସିଆଲ ମିଡିଆରେ ସାପ ସହ ଜଡିତ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଯାହାକୁ ଦେଖି ଖୁବ୍‌ ଭୟ ଲାଗି ଥାଏ । ଏହା ବ୍ୟତୀତ ସାପ କେତେବେଳେ ଜୋତା ଭିତରେ, ହେଲମେଟ ଭିତରେ ଲୁଚି ରହିଥିବା ଦେଖାଯାଏ । ଏବେ ଦ୍ରୁତ ଗତିରେ ଭାଇରାଲ ହେଉଥିବା ଭିଡିଓରେ ଏଭଳି ହିଁ କିଛି ଦୃଶ୍ୟ ଦେଖିପାରିବେ।


ଭାଇରାଲ ହେଉଥିବା ଭିଡିଓରେ ଦେଖିପାରିବେ, ଜଣେ ବ୍ୟକ୍ତି କକ୍ଷ ଭିତରେ ଥିବା ଏକ ବଡ ଖଟ ଗଦିକୁ ଉଠାଇବା ମାତ୍ରେ ତା’ଭିତରେ ଏକ ବଡ ସାପ ଦେଖାଯାଉଛି । ବ୍ୟକ୍ତି ଜଣକ ସାପକୁ ଧରିବାକୁ ଚେଷ୍ଟା କରୁଛନ୍ତି । ମାତ୍ର ସାପଟି ସେହି ସମୟରେ ଫଣା ଟେକି କାମୁଡିବାକୁ ଚେଷ୍ଟା କରୁଛି । ଏହାକୁ ଦେଖି ଯେ କେହି ମଧ୍ୟ ଭୟଭୀତ ହୋଇ ଯିବେ। ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଏଯାଏଁ ଭିଡିଓକୁ ଲକ୍ଷ ଲକ୍ଷ ଲୋକେ ଦେଖି ସାରିଲେଣି । ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

୨୫ ଅଗଷ୍ଟରେ ଶୁକ୍ର କରିବେ ଚଳନ: ମୋତି ଭଳି ଏହି ରାଶିଙ୍କ ଭାଗ୍ୟ ଚମକାଇବେ..

- Advertisement -

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories