୨୫ ଅଗଷ୍ଟରେ ଶୁକ୍ର କରିବେ ଚଳନ: ମୋତି ଭଳି ଏହି ରାଶିଙ୍କ ଭାଗ୍ୟ ଚମକାଇବେ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଗୋଟିଏ ରାଶିରୁୁ ଅନ୍ୟ ଏକ ରାଶିକୁ ଚଳନ କରି ଥାଆନ୍ତି । ଧନ-ସମ୍ପତ୍ତିର କାରକ ଶୁକ୍ର ୨୫ ଅଗଷ୍ଟରେ କନ୍ୟା ରାଶିରେ ପ୍ରବେଶ କରିବେ । ଶୁକ୍ର କନ୍ୟା ରାଶିରେ ପ୍ରବେଶ କରିବା ପରେ ସମସ୍ତ ୧୨ ରାଶି ଉପରେ ଏହାର ପ୍ରଭାବ ପଡିବ । ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ । ତେବେ କିଛି ସ୍ୱତନ୍ତ୍ର ରାଶିଙ୍କ ଭାଗ୍ୟ ମୋତି ଭଳି … Continue reading ୨୫ ଅଗଷ୍ଟରେ ଶୁକ୍ର କରିବେ ଚଳନ: ମୋତି ଭଳି ଏହି ରାଶିଙ୍କ ଭାଗ୍ୟ ଚମକାଇବେ..