ଦେଖନ୍ତୁ ଭିଡିଓ ; ଖଟ ଗଦି ତଳେ ଲୁଚି ରହିଥିଲା ସାପ, ଧରିବା ମାତ୍ରେ..

ନୂଆଦିଲ୍ଲୀ : ବର୍ଷା ଦିନ ଖରାରୁ ଆଶ୍ୱସ୍ତି ଦେଇଥାଏ । ମାତ୍ର ଏହି ଦିନରେ ସାପ ବିଭିନ୍ନ ସ୍ଥାନରେ ଦେଖା ଯାଆନ୍ତି । ଅନେକ ସମୟରେ ଅଧିକାଂଶଙ୍କ ଜୀବନ ବିପଦରେ ପଡିଥାଏ । ସର୍ପ ଦଶଂନର ଭୟ ରହିଥାଏ । ଏଭଳି କି ଘର, ଗାଡି ଭିତରେ ମଧ୍ୟ ସାପ ଲୁଚି ରହି ଥାଆନ୍ତି । ତେଣୁ ସଭିଁଙ୍କୁ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ରଖିବା ଜରୁରୀ । ସୋସିଆଲ ମିଡିଆରେ ସାପ ସହ ଜଡିତ … Continue reading ଦେଖନ୍ତୁ ଭିଡିଓ ; ଖଟ ଗଦି ତଳେ ଲୁଚି ରହିଥିଲା ସାପ, ଧରିବା ମାତ୍ରେ..