ସେଲଫି ନେଇ ଜୀବନ ହାରିଲେ ଦମ୍ପତି ; ଚିଠି ଲେଖିଲେ, ଏଥିପାଇଁ କଲେ ଆତ୍ମହତ୍ୟା..

ନୂଆଦିଲ୍ଲୀ : କରଜ କାରଣରୁ ଚିନ୍ତିତ ରହି ଉତ୍ତର ପ୍ରଦେଶର ସହାରନପୁରରେ ଜଣେ ଯୁବ ବ୍ୟବସାୟୀ ନିଜ ପତ୍ନୀଙ୍କ ସହ ସୋମବାର ଗଙ୍ଗା ନଦୀକୁ ଡେଇଁ ଆତ୍ମହତ୍ୟା କରି ଥିବା ଖବର ମିଳିଛି । ୩୫ ବର୍ଷୀୟ ସୌରଭ ଓ ତାଙ୍କ ପତ୍ନୀ ମୋନା ହାଥୀପୁଲରେ ନଦୀକୁ ଡେଇଁବା ପୂର୍ବରୁ ସେଲଫି ନେବା ପରେ ଫଟୋକୁ ନିଜ ପରିବାର ସଦସ୍ୟଙ୍କ ନିକଟକୁ ଶେୟାର କରିଥିଲେ । ରାନୀପୁର ଥାନା ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ସୌରଭଙ୍କର ଏକ ଗହଣା … Continue reading ସେଲଫି ନେଇ ଜୀବନ ହାରିଲେ ଦମ୍ପତି ; ଚିଠି ଲେଖିଲେ, ଏଥିପାଇଁ କଲେ ଆତ୍ମହତ୍ୟା..