ଭାରତ-ବାଂଲାଦେଶ ଦ୍ଵିତୀୟ ଟେଷ୍ଟର ଦ୍ଵିତୀୟ ଦିନ ଖେଳ ବର୍ଷା ଯୋଗୁ ବାତିଲ

ଡେସ୍କ: ଭାରତ ଓ ବାଂଲାଦେଶ ମଧ୍ୟରେ କାନପୁରରେ ଖେଳାଯାଉଥିବା ଦ୍ଵିତୀୟ ତଥା ଅନ୍ତିମ ଟେଷ୍ଟର ଦ୍ଵିତୀୟ ଦିନର ଖେଳ ବର୍ଷା ଯୋଗୁଁ ବାତିଲ ହୋଇଛି। ଗତକାଲି ମ୍ୟାଚର ପ୍ରଥମ ଦିନରେ ବାଂଲାଦେଶ ୩ ୱିକେଟ୍ ହରାଇ ୧୦୭ ରନ୍ କରିଥିଲା। କିନ୍ତୁ ଏହା ପରେ ଖରାପ ପାଗ ଯୋଗୁଁ ମ୍ୟାଚ୍ ଖେଳାଯାଇପାରି ନ ଥିଲା। ଏହି ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି।

Comments are closed.