www.samajalive.in
Monday, December 8, 2025
14.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧)ସୁନ୍ଦରଗଡ଼ରେ ଡେଙ୍ଗୁ ଆତଙ୍କ… ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୪ ଡେଙ୍ଗୁ ରୋଗୀ… ରାଉରକେଲାରୁ ସର୍ବାଧିକ ରହିଛନ୍ତି ୯୯ଜଣ… ନିକଟସ୍ଥ ଅଞ୍ଚଳରୁ ଆଉ ୧୫ଜଣ ଚିହ୍ନଟ ହୋଇଥିବା ସୂଚନା…. ଏନେଇ ସୂଚନା ଦେଲେ ସୁନ୍ଦରଗଡ଼ ସିଡିଏମଓ…

(୨) କଟକ ସେକ୍ଟର ୧୧ ଏସବିଆଇ ଛକରେ ସ୍କୁଲ ବସ୍‌ ଦୁର୍ଘଟଣା… କଲଭଟ୍‌ ଉପ​‌ରେ ଚଢ଼ିଗଲା ଗାଡ଼ି… ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ… ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର… ଘଟଣାସ୍ଥଳରେ ଅନୁଧ୍ୟାନ କରୁଛି ମର୍କତ ନଗର ଫେଜ୍‌-୨ ପୁଲିସ୍‌…

- Advertisement -

(୩) ଆଜିଠୁ ଆରମ୍ଭ ହେଲା ଯୁକ୍ତ ୨ ପାଠପଢ଼ା … ଉଚ୍ଚ ମାଧ୍ୟମିକ ବଦ୍ୟାଳୟରେ ପାଠପଢ଼ିଲେ ଛାତ୍ରଛାତ୍ରୀ… ପ୍ରଥମ ଦିନର କ୍ଲାସରେ ପଢ଼ି ​‌ ହେଲେ ପିଲାଙ୍କ ମୁହଁରେ ହସ…  ଚଳିତ ବର୍ଷ ଯୁକ୍ତ ୨ରେ ନାମ ଲେଖାଇଥିଲେ ସାଢ଼େ ୩ଲକ୍ଷ ଶିକ୍ଷାର୍ଥୀ…

ଡାକ୍ତରଙ୍କୁ ଚପଲରେ ମାଡ଼; ଦେଖନ୍ତୁ ଭିଡିଓ

(୪) ଆଜି କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି… ୨୪ରୁ ୩୦ ମଧ୍ୟରେ ନାମାଙ୍କନ ଦାଖଲ କରିବେ ଆଗ୍ରହୀ ପ୍ରାର୍ଥୀ… ଅକ୍ଟୋବର ୧୭ରେ ହେବ କଂଗ୍ରେସ ସଭାପତି ନିର୍ବାଚନ… ୧୯ ତାରିଖରେ ପ୍ରକାଶ ପାଇବ ଫଳାଫଳ…

(୫) ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମଣ… ଚିହ୍ନଟ ହେଲେ ଆଉ ୨୫୨ ପଜିଟିଭ୍‌… ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୪୩ଜଣ ଆକ୍ରାନ୍ତ… ଗୋଟିଏ ଦିନରେ କରୋନାରୁ ସୁସ୍ଥ ହେଲେ ୨୬୩ ସଂକ୍ରମିତ… ରାଜ୍ୟରେ ମୋଟ୍‌ ସକ୍ରିୟ କରୋନା ମାମଲା ରହିଛି ୧୪୩୭…

(୬) ଦେଶରେ ପୁଣି ୫ହଜାର ଟପିଲା ଦୈନିକ ସଂକ୍ରମଣ… ଗୋଟିଏ ଦିନରେ ଚିହ୍ନଟ ହେଲେ ଆଉ ୫,୪୪୩ ଆକ୍ରାନ୍ତ… ସୁସ୍ଥ ହେଲେ ୫,୨୯୧ ସଂକ୍ରମିତ… ବର୍ତ୍ତମାନ ଦେଶରେ ମୋଟ୍‌ କରୋନା ସକ୍ରିୟ ମାମଲା ରହିଛି ୪୬,୩୪୨…

(୭) ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଆଜି ହେବ ଶେଷକୃତ୍ୟ… ଦିଲ୍ଲୀର ନିଗମବୋଧ ଘାଟରେ ହେବ ଅନ୍ତିମ ସଂସ୍କାର… ଉପସ୍ଥିତ ରହିବେ ପରିବାର ଓ ଘନିଷ୍ଠ ସମ୍ପର୍କୀୟ… ମୁଖାଗ୍ନିଦେବେ ପୁଅ ଆୟୁଷ୍ମାନ… ଗତକାଲି ରାଜୁ ଶ୍ରୀବାସ୍ତବଙ୍କ ହୋଇଥିଲା ପରଲୋକ…

(୮) ରାଜ୍ୟରେ ଆଜିଠୁ କମିବ ଲଘୁଚାପ ପ୍ରଭାବ… ଧୀରେ ଧୀରେ ହ୍ରାସ ପାଇବ ବର୍ଷାର ପରିମାଣ… ସ୍ୱାଭାବିକ ବର୍ଷା ଠାରୁ ରାଜ୍ୟରେ ଅଧିକ ୫ ପ୍ରତିଶତ ବର୍ଷା ରେକର୍ଡ… ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା…

ବାବାଙ୍କ ମୁଣ୍ଡରେ ଘୁରୁଛି ଫ୍ୟାନ୍‌; ଦେଖନ୍ତୁ ଭଡିଓ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories