ଅପରେସନ୍ ସିନ୍ଦୂର: ଦିଲ୍ଲୀ ସଂସଦ ଭବନରେ ଆରମ୍ଭ ହେଲା ସର୍ବଦଳୀୟ ବୈଠକ..
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ, ଅମିତ୍ ଶାହା, କିରନ ରିଜିଜୁ, ବୈଦେଶିକ ମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ବୈଠକରେ ଉପସ୍ଥିତ..
ଭାରତର ଜଳ, ସ୍ଥଳ, ଆକାଶ ପଥରେ ସତର୍କତା ଜାରି, ଯେକୌଣସି ପରିସ୍ଥିତି ମୁକାବିଲା ପାଇଁ ଭାରତ ପ୍ରସ୍ତୁତ..
ପାକିସ୍ତାନକୁ କଡା ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ, ଅପରେସନ୍ ସିନ୍ଦୂର ପରେ ୩ ପଥରେ ସତର୍କତା ଜାରି..
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ସୁରକ୍ଷାକୁ ନେଇ ମୋଦୀଙ୍କୁ ଭେଟିଲେ ଏନଏସଏ ଅଜିତ ଡୋଭାଲ..
ଆରବ ସାଗରରେ ଭାରତର ଯୁଦ୍ଧ ଜାହାଜ ମୁତୟନ..
ଭାରତ-ପାକ୍ ସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ଥାନ ଯୋଧପୁରରେ ସ୍କୁଲ ବନ୍ଦ ଘୋଷଣା..
ପରିସ୍ଥିତି ଉପରେ ନଜର ରଖିବାକୁ କାଶ୍ମୀର ସୀମାକୁ ଲାଗିଥିବା ୧୦ ଜିଲ୍ଲାରେ ଖୋଲିଲା କଂଟ୍ରୋଲ୍ ରୁମ୍..
ଜମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖା ଏଲଓସିରେ ପାକିସ୍ତାନ ସେନା ଗୁଳିବର୍ଷା, ଜଣେ ଭାରତୀୟ ଯବାନ ସହିଦ
୫ ଫରୱାଡ୍ ରେଜିମେଣ୍ଟର ଲାନ୍ସ ନାୟକ ଦିନେଶ କୁମାର ସହିଦ..
ଛତିଶଗଡ ସୁକୁମାରେ ଆଇଇଡି ବିସ୍ଫୋରଣରେ ୩ ଜଣ ଯବାନ ଶହୀଦ୍..



