www.samajalive.in
Saturday, December 6, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଅକ୍ଟୋବର ୬ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ୧୦ ଯାଏଁ ଲାଗି ରହିବ ବର୍ଷା..

ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ସମ୍ମାନ
ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ମିଳିବ ଏହି ସମ୍ମାନ..

- Advertisement -

ଏକ୍ସରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଅକ୍ଟୋବର ୮ରେ ୭୦ତମ ଜାତୀୟ ଚଳଚ୍ଚିତ୍ର ସମାରୋହରେ ମିଳିବ..

ଅକ୍ଟୋବରରେ ଦୁର୍ଲ୍ଲଭ ଯୋଗ ; ୪ ରାଶିଙ୍କୁ ଭାଗ୍ୟଶାଳୀ କରିବ ଏହି ୪ ଗ୍ରହଙ୍କ ଚଳନ, ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ ସହ ସଫଳତା..

ଭରତପୁର ଥାନା ମାମଲାରେ ସାମ୍ନାକୁ ଆସିବ ସତ: ନିଲମ୍ବିତ ଆଇଆଇସିଙ୍କ ସମେତ ୫ ଜଣଙ୍କର ଗୁଜୁରାଟ ଗାନ୍ଧୀନଗରରେ ଆଜି ହେବ ମିଛ ଧରା ପରୀକ୍ଷା..

ଭରତପୁର ଥାନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ
ଭୁବନେଶ୍ୱର ସର୍କିଟ ହାଉସରେ ବସିଲା ପ୍ରଥମ ବୈଠକ..

ପୁଣି ଖାକି ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ: ଅଭିଯୁକ୍ତକୁ ଧରିବା ଆଳରେ କନ୍ଧମାଳ ପୁଲିସ୍ ଗାଡି ଚପାଇ ମାରିଦେଇଥିବା ଅଭିଯୋଗ..

ପରିବାର ଲୋକଙ୍କ ଏତଲା ଆଧାରରେ ହତ୍ୟା ମାମଲା ରୁଜ୍ଜୁ କରି ଚାଲିଛି ତଦନ୍ତ, ଡିଏସପିଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଥିବା କହିଲେ ଫୁଲବାଣୀ ଏସଡିପିଓ..

ମନ୍ଦିରରୁ ପୂଜାରୀଙ୍କୁ ନେଇଗଲା ବାଘ; ମଣିଷଖିଆ ବାଘ ୧୦ ଦିନରେ କଲାଣି ୬ ଶିକାର..

ଦୁଇ ଦିନିଆ ଝାଡଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ; ଆଜି ପଶ୍ଚିମ ସିଂହଭୂମ ଜିଲ୍ଲା ଏବଂ ମଙ୍ଗଳବାର ଚାଇଁବାସାରରେ କାର୍ଯ୍ୟକ୍ରମ..

ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ , ଆଗକୁ ଝାଡଖଣ୍ଡ ନିର୍ବାଚନ ଥିବାରୁ ଗସ୍ତକୁ ନେଇ ବଢିଲା ଚିନ୍ତା
ଉତ୍ତେଜନା ପରେ ଭଦ୍ରକକୁ ଫେରୁଛି ଶାନ୍ତି ସ୍ଵଭାବିକ ହେଉଛି ସ୍ଥିତି..

ପୁରୁଣା ବଜାର, ଧାମନଗର ଏନସିରେ ଧାରା ୧୬୩ ଜାରି, ଆଉ ୪୮ ଘଣ୍ଟା ବଢିଲା ମୋବାଇଲ ଇଣ୍ଟରନେଟ୍ ସେବା କଟକଣା..

ମୂର୍ତ୍ତି ବିସର୍ଜନ ବେଳେ ଫୁଟିଲା ବାଣ..

ଜଣଙ୍କର ମୃତ୍ୟୁ, ଆଉ ଜଣେ ଗୁରୁତର, ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଅଘଟଣ, ପୁଲିସର ତଦନ୍ତ ଜାରି..

ଯାଜପୁର ଏନଏଚ୍ ୧୬ ଜାରକା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକକୁ ପିଟିଲା ବସ୍, ଜଣେ ମୃତ, ୨୦ ଆହତ, ଗୁରୁତର ଦୁଇ ଜଣଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର..

ମାଲକାନଗିରିରେ ଡିପଥେରିଆ ଆତଙ୍କ: ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ, ପରିସ୍ଥିତି ଅନୁଧ୍ୟାନ କଲେ ଡାକ୍ତରୀ ଟିମ୍

ଦେଖନ୍ତୁ ଭିଡିଓ ; ହାତୀ ସାମ୍ନାରେ ଯାଉଥିଲେ, ଓଲଟିଗଲା ଅଟୋ, ଦୌଡିଲେ ଲୋକେ..

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories