ମନ୍ଦିରରୁ ପୂଜାରୀଙ୍କୁ ନେଇଗଲା ବାଘ; ମଣିଷଖିଆ ବାଘ ୧୦ ଦିନରେ କଲାଣି ୬ ଶିକାର..

ଉଦୟପୁର : ରାଜସ୍ଥାନର ଉଦୟପୁର ଜିଲାରେ କଲରାପତରିଆ ବାଘର ଆତଙ୍କ ଜାରି ରହିଛି । ଉଦୟପୁରର ଗୋଗୁନ୍ଦାରେ କଲରାପତରିଆ ବାଘ ଜଣେ ପୂଜାରୀଙ୍କ ଉପରକୁ ଆକ୍ରମଣ କରିବା ପରେ ତାଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ, କଲରାପତରିଆ ବାଘ ମନ୍ଦିରରୁ ପୂଜାରୀଙ୍କୁ ଆକ୍ରମଣ କରି ନେଇଯାଇଥିବା ଜଣାପଡିଛି । ପୂଜାରୀଙ୍କ ମୃତଦେହ ମନ୍ଦିର ଠାରୁ ଅଳ୍ପ ଦୂରରୁ ଉଦ୍ଧାର ହୋଇଛି । ଲଗାତାର କଲରାପତରିଆ ବାଘ ଆକ୍ରମଣ କରୁଥିବାରୁ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ରହିଛନ୍ତି … Continue reading ମନ୍ଦିରରୁ ପୂଜାରୀଙ୍କୁ ନେଇଗଲା ବାଘ; ମଣିଷଖିଆ ବାଘ ୧୦ ଦିନରେ କଲାଣି ୬ ଶିକାର..