www.samajalive.in
Saturday, December 6, 2025
14.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ହେରା ପଞ୍ଚମୀ ..

କାଳିଆ ଠାକୁରଙ୍କୁ ଫେରାଇ ଆଣିବାକୁ ଗୁଣ୍ଡିଚା ମନ୍ଦିର ଯିବେ ଅଭିମାନିନୀ ମାଆ ମହାଲକ୍ଷ୍ମୀ..

- Advertisement -

ବାଟରେ ଫେରିବାବେଳେ ଭାଙ୍ଗିବେ ମହାପ୍ରଭୁଙ୍କ ରଥ, ହେରାପଞ୍ଚମୀ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ..

ଭୁବନେଶ୍ଵର: ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ପ୍ରାୟତଃ ଖୋଲିବା ସ୍ପଷ୍ଟ ବୋଲି କହିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ..

ରତ୍ନଭଣ୍ଡାର ଖୋଲିବା ନେଇ ବିଶେଷଜ୍ଞ କମିଟିର ସୁପାରିସକୁ ପରିଚାଳନା କମିଟିରେ ମିଳିଥିଲା ଅନୁମୋଦନ..

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଯିବନି ଭାରତ..

ମଙ୍ଗଳଙ୍କ ରାଶି ପରିବର୍ତ୍ତନ ; ଚମକାଇବେ ଏହି ୫ ରାଶିଙ୍କ ଭାଗ୍ୟ, ଦେବେ ଧନ, ଚାକିରି, ସଫଳତା..

ବଣାଇ ସତିଆଢିପ, ବାବୁନୂଆଗାଁ, ବୁଢିଆଳି ଗାଁରେ ହାତୀ ଉପଦ୍ରବ..

ଭାଙ୍ଗିଲେ ଘର, ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ, ଧାନ ଚାଉଳ ଖାଇବା ସହ ଆସବାବପତ୍ର ନଷ୍ଟ..

ଆସାମରେ ବନ୍ୟା ସ୍ଥିତି ଗମ୍ଭୀର: ବିପଦରେ ମଣିଷ ଓ ବନ୍ୟ ଜନ୍ତୁଙ୍କ ଜୀବନ..

କାଜିରଙ୍ଗା ପ୍ରାଣୀ ଉଦ୍ୟାନରେ ପାଣିରେ ବୁଡି ଗଲେଣି ୧୫୯ ବନ୍ୟଜନ୍ତୁ, ୧୩୫ ଜୀବଜନ୍ତୁ ଉଦ୍ଧାର..

୨୯ ଜିଲ୍ଲାର ପ୍ରାୟ ୨୩ ଲକ୍ଷ ଲୋକ ପ୍ରଭାବିତ , ୨୪ ଘଣ୍ଟିଆ ଉଦ୍ଧାର କାର୍ଯ୍ୟରେ ଲାଗିଛି ଉଦ୍ଧାରକାରୀ ଦଳ..

୭୨ ବର୍ଷ ପରେ ଶ୍ରାବଣରେ ଦୁର୍ଲ୍ଲଭ ଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ଧନ ହିଁ ଧନ,ଚାକିରି..

କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ..

୨୦ଟି ଗାଁରେ ୨୪ଟିକିଆ ହାତୀପଳଙ୍କ ଉତ୍ପାତ, ଧାନ ଫସଲ ନଷ୍ଟ ସହ ବ୍ୟାପକ କ୍ଷୟକ୍ଷତି..

ଆଜି ସୁପ୍ରିମ୍ କୋର୍ଟରେ ନିଟ୍ ୟୁଜି ପରୀକ୍ଷାର ଶୁଣାଣି: ସେପଟେ ଶୁଣାଣି ପୂର୍ବରୁ କେନ୍ଦ୍ର ସରକାର ଓ ଏନଟିଏ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ, ସତ୍ୟପାଠରେ ବ୍ୟାପକ ଅନିୟମିତତା ହୋଇନଥିବା ଉଲ୍ଲେଖ..

ମାଥିଲି: ମାଲାକାନଗିରି ଜିଲା ମାଥିଲି ବ୍ଲକର କୋପ୍ରା ଗାଁରେ ଝାଡ଼ାବାନ୍ତିରେ ୭ ଆକ୍ରାନ୍ତ, ୪ ଗୁରୁତର..

ଉପଖଣ୍ଡ ଚିକିତ୍ସାଳୟରେ ସମସ୍ତ ଆକ୍ରାନ୍ତଙ୍କ ଚିକିତ୍ସା ଜାରି..

ଭୁବନେଶ୍ଵର: ବିଶ୍ଵ ଜନସଂଖ୍ୟା ଦିବସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବାର୍ତ୍ତା- ସୁସ୍ଥ ଜନସଂଖ୍ୟା, ସଠିକ ଶିକ୍ଷା ଏବଂ ଦକ୍ଷତା ରାଷ୍ଟ୍ରର ସମ୍ପଦ ..

ଏକ ସମୃଦ୍ଧ ଏବଂ ଅନ୍ତର୍ଭୁକ୍ତିମୂଳକ ବିଶ୍ଵ ଗଠନ ଲାଗି ଆହ୍ବାନ ଦେଲେ ନବୀନ..

ନିଖୋଜ ଯୁବକଙ୍କୁ ଖୋଜୁଛି ରୋବଟ୍‍..

ଖୋର୍ଦ୍ଧା ତାପଙ୍ଗ ଖଣିରେ ୪ଦିନ ହେଲାଣି ନିଖୋଜ ଅଛନ୍ତି ଯୁବକ..

ପାରଳାଖେମୁଣ୍ଡିରେ ଅଘଟଣ: ଷ୍ଟେଜରେ ଗୀତ ଗାଉ ଗାଉ ଟଳି ପଡିଲେ ଏଡିଏମ୍ ..

ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସଙ୍କ ମୃତ୍ୟୁ..

ଭୁବନେଶ୍ଵର: ଅତିରିକ୍ତ ଜିଲାପାଳ ବୀରେନ୍ଦ୍ର ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..

ମାଳକାନଗିରି: ମାଓବାଦୀଙ୍କ ବର୍ବରତା, ୨ ଯୁବକଙ୍କୁ ଅପହରଣ ପରେ ଜଣଙ୍କୁ ଗୁଳି କରି ହତ୍ୟା କଲେ, ଇନଫର୍ମର ସନ୍ଦେହରେ କରିଥିଲେ ଅପହରଣ..

ଆଶ୍ଚର୍ଯ୍ୟ କରିବ ଦେଖନ୍ତୁ ଭିଡିଓ ; ଗାଜର, ମୂଳା ଭଳି ଯୁବତୀ ଖାଇଲେ କଞ୍ଚା ସାପ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories