ମଙ୍ଗଳଙ୍କ ରାଶି ପରିବର୍ତ୍ତନ ; ଚମକାଇବେ ଏହି ୫ ରାଶିଙ୍କ ଭାଗ୍ୟ, ଦେବେ ଧନ, ଚାକିରି, ସଫଳତା..

ସେନାପତି ମଙ୍ଗଳ ରାଶି ପରିବର୍ତ୍ତନ କରିବେ । ୧୨ ଜୁଲାଇରେ ସେ ନିଜ ପ୍ରଥମ ଘର ଛାଡି ଶୁକ୍ରଙ୍କ ଘରେ ପ୍ରବେଶ କରିବେ । ଏଠାରେ ତାଙ୍କୁ ବୃହସ୍ପତିଙ୍କ ସାନିଧ୍ୟ ୪୬ ଦିନ ପର୍ଯ୍ୟନ୍ତ ମିଳିବ । ଅର୍ଥାତ୍ ୨୬ ଅଗଷ୍ଟ ପର୍ଯ୍ୟନ୍ତ ବୃଷ ରାଶିରେ ରହିବେ । ମଙ୍ଗଳଙ୍କ ରାଶି ପରିବର୍ତ୍ତନ ସମସ୍ତ ୧୨ ରାଶିଙ୍କ ପାଇଁ ଖୁବ୍ ଖାସ୍ । ମାତ୍ର ୫ଟି ରାଶି ବ୍ୟକ୍ତି ବିଶେଷଙ୍କୁ ମଙ୍ଗଳ ଗ୍ରହଙ୍କ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି … Continue reading ମଙ୍ଗଳଙ୍କ ରାଶି ପରିବର୍ତ୍ତନ ; ଚମକାଇବେ ଏହି ୫ ରାଶିଙ୍କ ଭାଗ୍ୟ, ଦେବେ ଧନ, ଚାକିରି, ସଫଳତା..