୭୨ ବର୍ଷ ପରେ ଶ୍ରାବଣରେ ଦୁର୍ଲ୍ଲଭ ଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ଧନ ହିଁ ଧନ,ଚାକିରି..

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଖୁବ୍ ପବିତ୍ର ମାସ ବୋଲି କୁହାଯାଏ। ଏହି ମାସ ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ। ତେଣୁ ଏହି ମାସରେ ଭଗବାନ ଶିବଶଙ୍କରଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ। ବ୍ରତ ପାଳନ ମଧ୍ୟ କରାଯାଏ। ଏହାସହ ଶ୍ରାବଣ ମାସର ସୋମବାରର ମଧ୍ୟ ଖୁବ ମହତ୍ତ୍ୱ ରହିଛି। ପଞ୍ଜିକା ଅନୁସାରେ ଚଳିତ ବର୍ଷ ଶ୍ରାବଣ ମାସର ଆରମ୍ଭ ୨୨ ଜୁଲାଇ ୨୦୨୪ରେ ଆରମ୍ଭ ହେବ। ଏହା ୧୯ ଅଗଷ୍ଟ ୨୦୨୪ରେ ଶେଷ ହେବ। ଏହି … Continue reading ୭୨ ବର୍ଷ ପରେ ଶ୍ରାବଣରେ ଦୁର୍ଲ୍ଲଭ ଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ଧନ ହିଁ ଧନ,ଚାକିରି..