ଆଶ୍ଚର୍ଯ୍ୟ କରିବ ଦେଖନ୍ତୁ ଭିଡିଓ ; ଗାଜର, ମୂଳା ଭଳି ଯୁବତୀ ଖାଇଲେ କଞ୍ଚା ସାପ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟ ଜନକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି । ଜଣେ ଯୁବତୀ ସାପକୁ ଚୋବାଇ କରି ଖାଉଥିବା ନଜର ଆସୁଛନ୍ତି । ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ମଧ୍ୟ ହୋଇଛନ୍ତି । କାରଣ ସାଧାରଣତଃ ସାପକୁ ଦେଖିବା ମାତ୍ରେ ଭୟ ଲାଗିଥାଏ । ମାତ୍ର କେତେକ ସ୍ଥାନରେ ସାପକୁ ମଧ୍ୟ ଲୋକେ ଖାଇ ଥାଆନ୍ତି । ବିଶେଷ କରି ଚୀନ ଓ ଭୀଏତନାମା ଭଳି … Continue reading ଆଶ୍ଚର୍ଯ୍ୟ କରିବ ଦେଖନ୍ତୁ ଭିଡିଓ ; ଗାଜର, ମୂଳା ଭଳି ଯୁବତୀ ଖାଇଲେ କଞ୍ଚା ସାପ..