ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା..
ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..
ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି..
ଯାଜପୁର ଏନଏଚ୍ ୧୬ କଡେଇ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ..
ହାଇଓ୍ବାକୁ ଧକ୍କା ଦେଲା ବସ୍, ଜଣେ ମୃତ, ୧୦ ଆହତ..
ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏସସିବି ମେଡିକାଲରେ ଭର୍ତ୍ତି..
ବଦଳିବ ନିୟମ ; ଜୁନ୍ ୧ରୁ ହୋଇପାରେ ୫ଟି ବଡ ପରିବର୍ତ୍ତନ, ପ୍ରତ୍ୟେକ ପକେଟ୍ ଉପରେ ପଡିବ ପ୍ରଭାବ..
ଅସୁସ୍ଥତା ଯୋଗୁ ଖୋର୍ଦ୍ଧା ଜେଲରୁ ଅଣାଯାଇ କଟକ ଏସସିବିରେ ଭର୍ତ୍ତି..
ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ..
କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନିର୍ବାଚନ କମିଶନ..
ସସପେଣ୍ଡ ପରେ ଆଜି ଦିଲ୍ଲୀରେ ହାଜର ହେବେ ଆଇପିଏସ ଡି.ଏସ.କୁଟ୍ଟେ..
ଖଲ୍ଲିକୋଟ ରମ୍ଭା ଥାନା ବେଣୁଗୌର ଗାଁରେ ଅଘଟଣ: ଯୌତୁକ ପାଇଁ ସ୍ତ୍ରୀକୁ ପିଟି ପିଟି ହତ୍ୟା ଅଭିଯୋଗ..
ଅଧିକ ସମୟ ଏସି ଲଗାଇଲେ ବି ଦେବାକୁ ପଡିବନି ମୋଟା ଅଙ୍କର ବିଜୁଳି ବିଲ୍ ; ଜାଣନ୍ତୁ କେମିତି..



