ଅଧିକ ସମୟ ଏସି ଲଗାଇଲେ ବି ଦେବାକୁ ପଡିବନି ମୋଟା ଅଙ୍କର ବିଜୁଳି ବିଲ୍ ; ଜାଣନ୍ତୁ କେମିତି..

ରାଜ୍ୟ ତଥା ଦେଶର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଖରା ଓ ଗରମ ଅନୁଭୂତ ହେଉଛି। ଏଥିରୁ ମୁକ୍ତି ପାଇଁ ଲୋକେ ଘରେ ଓ କାର୍ଯ୍ୟାଳୟରେ ଏସିର ବ୍ୟବହାର କରି ଥାଆନ୍ତି। ଏସି ବ୍ୟବହାର କରିବା ଦ୍ୱାରା ମୋଟା ଅଙ୍କର ବିଜୁଳି ବିଲ୍ ଦେବାକୁ ପଡିଥାଏ। ଅନେକ ଉପଭୋକ୍ତା ଅଭିଯୋଗ କରନ୍ତି, ଏସିର କମ୍ ବ୍ୟବହାର ଦ୍ୱାରା ମଧ୍ୟ ବିଲ୍ ଅଧିକ ଆସିଥାଏ। ଆପଣଙ୍କ ସହ ଏପରି ହେଉଥିଲେ, ଏହି ଦିଗ ପ୍ରତି ନିଶ୍ଚୟ ଧ୍ୟାନ … Continue reading ଅଧିକ ସମୟ ଏସି ଲଗାଇଲେ ବି ଦେବାକୁ ପଡିବନି ମୋଟା ଅଙ୍କର ବିଜୁଳି ବିଲ୍ ; ଜାଣନ୍ତୁ କେମିତି..