www.samajalive.in
Sunday, December 7, 2025
23.1 C
Bhubaneswar

ନିଆରା ପ୍ରୟାସ; ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଟ୍ରାଫିକ୍‌ ଛକରେ ପେନ୍‌ ବଣ୍ଟନ

ଭୁବନେଶ୍ୱର : ରାଜ୍ୟରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ଦେଉଛନ୍ତି ମାଟ୍ରିକ୍‌ ପରୀକ୍ଷା। ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଉତ୍ସାହିତ କରିବା ସହ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ,ଭୟମୁକ୍ତ ହୋଇ ପରୀକ୍ଷା ଦେବାକୁ ମଙ୍ଗଳବାର କମିଶନରେଟ୍‌ ପୁଲିସ ଟ୍ରାଫିକ୍‌ ୟୁନିଟ୍‌ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଥିବା ଦେଖିବାକୁ ମିଳିଛି । କମିଶନରେଟ୍‌ ପୁଲିସ ପକ୍ଷରୁ ବିଭିନ୍ନ ଟ୍ରାଫିକ୍‌ ୟୁନିଟ୍‌ ଦଶମ ଶ୍ରେଣୀ ବୋର୍ଡ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ ଏବଂ ସମର୍ଥନ କରିବା ପାଇଁ ସହରର ଅଧିକାଂଶ ଟ୍ରାଫିକ୍‌ ଛକରେ ପେନ୍‌ ବଣ୍ଟନ କରି ଶୁଭେଚ୍ଛା ଜଣାଇଛନ୍ତି।

ମାର୍ଚ୍ଚରେ ଦୁର୍ଲ୍ଲଭ ରାଜଯୋଗ: ଏହି ରାଶିଙ୍କ ହଠାତ୍‌ ବଦଳିଯିବ ଭାଗ୍ୟ, ଆପେ ଆପେ ଆସିବ ଧନ, ରହିବନି ଚିନ୍ତା..

ଦେଖନ୍ତୁ ଭିଡିଓ ;ପ୍ରେମିକା ସହ ଫୋନ୍‌ରେ କଥା ହେଉଥିଲେ, ପଛପଟୁ ଆସିଲା ବିଷଧର ସାପ, ଆଉ ତା’ପରେ..

- Advertisement -

କିଟ୍‌ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା; ୧୬-୧୭ ରାତିରେ କ’ଣ ଘଟିଛି ରିପୋର୍ଟ ମାଗିଲା ୟୁଜିସି

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories