କିଟ୍‌ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା; ୧୬-୧୭ ରାତିରେ କ’ଣ ଘଟିଛି ରିପୋର୍ଟ ମାଗିଲା ୟୁଜିସି

ଭୁବନେଶ୍ୱର : କିଟ୍‌ କ୍ୟାମ୍ପସରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାକୁ ଗୁରୁତ୍ୱ ସହ ନେଲା ୟୁଜିସି । କିଟ୍‌ ବିଶ୍ୱବିଦ୍ୟାଳୟକୁ ଏନେଇ ରିପୋର୍ଟ ମାଗିଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ-ୟୁଜିସି । ଛାତ୍ରୀଙ୍କ ମୃତ୍ୟୁ ଓ ପରବର୍ତ୍ତୀ ଘଟଣା କେମିତି ଘଟିଲା ସେନେଇ ରିପୋର୍ଟ ମଗାଯାଇଛି । ୧୬-୧୭ ରାତିରେ କିଟ୍‌ରେ ଘଟିଥିବା ଘଟଣାକୁ ନେଇ ରିପୋର୍ଟ ତଲବ କରିଛି । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଛି । ସୂଚନାଯୋଗ୍ୟ, କିଟ୍‌ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ … Continue reading କିଟ୍‌ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା; ୧୬-୧୭ ରାତିରେ କ’ଣ ଘଟିଛି ରିପୋର୍ଟ ମାଗିଲା ୟୁଜିସି