www.samajalive.in
Saturday, December 6, 2025
16.1 C
Bhubaneswar

ହ୍ୱାଟ୍ସଆପ୍‌ରେ ଏହି ଭୁଲ୍‌ କଲେ ଯିବେ ଜେଲ୍‌!

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍‌ ସାରା ଦୁନିଆରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ଇଷ୍ଟାଣ୍ଟ ମେସେଜିଙ୍ଗ୍‌ ପ୍ଲାର୍ଟଫର୍ମ । ନିଜର ଦୈନନ୍ଦିନ ଜୀବନରେ ଲୋକେ ବହୁତ ମାତ୍ରାରେ ଏହାର ବ୍ୟବହାର କରିଥାନ୍ତି ।
ଏଥିରେ ଆପଣ ଫଟୋ, ଭିଡିଓ, ଭିଡିଓ କଲ୍‌, ମେସେଜ ସହ ଅନ୍ୟାନ୍ୟ ଅଫିସ୍‌ କାର୍ଯ୍ୟ ମଧ୍ୟ ସହଜରେ କରି ହୁଏ ।
ମାତ୍ର ହ୍ୱାଟ୍ସଆପ୍‌ରେ କରୁଥିବା କିଛି ଭୁଲ୍‌ ପାଇଁ ଆପଣଙ୍କୁ ଜେଲ୍‌ ଯିବାକୁ ମଧ୍ୟ ପଡିପାରେ । କିଛି ମାମଲାରେ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଅନ୍ୟମାନଙ୍କ ଦ୍ୱାରା ହେଉଥିବା ଭୁଲ୍‌ ଆପଣଙ୍କୁ ମହଙ୍ଗା ପଡିପାରେ ।

୧୨ ବର୍ଷ ପରେ.. ଗଜଲକ୍ଷ୍ମୀ, ଗଜକେସରୀ ରାଜଯୋଗ; ୬ ରାଶି ହେବେ ମାଲାମାଲ୍‌, କିଣିବେ ଜମି, ରାଜାଙ୍କ ଭଳି ମିଳିବ ଜୀବନ..

- Advertisement -

ଏଭଳି କିଛି ପୋଷ୍ଟ, କିମ୍ବା ଷ୍ଟାଟସ୍‌ ଯାହା ସମାଜ ଉପରେ କୁପ୍ରଭାବ ପକାଏ କିମ୍ବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରେ ତେବେ ଆପଣଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ହ୍ୱାଟ୍ସଆପ୍‌ରେ ଅଶ୍ଳୀଳ କଣ୍ଟେଣ୍ଟ ଶେୟାର କରିବା ପରେ, ଆପଣଙ୍କ ବିରୁଦ୍ଧରେ ଅଭିଯୋଗ ହୋଇପାରେ । ପରେ ଏଥିପାଇଁ ଆପଣଙ୍କୁ ଜେଲ୍‌ ମଧ୍ୟ ଯିବାକୁ ପଡିପାରେ ।

ବାସ୍ତୁ : ନୂଆବର୍ଷରେ ନୂଆ କ୍ୟାଲେଣ୍ଡର ଲଗାଇବା ବେଳେ କରନ୍ତୁ ନାହିଁ ଏହି ଭୁଲ୍‌..

ହ୍ୱାଟ୍ସଆପ୍‌ ମାଧ୍ୟମରେ ଲୋକଙ୍କ ସହ ଠକେଇ କରିବାକୁ ଚେଷ୍ଟା କଲେ ଆକାଉଣ୍ଟକୁ ବ୍ଲକ୍‌ କରାଯାଇପାରେ । ଜେଲ୍‌ ଯିବାକୁ ପଡିପାରେ ।
ଆପଣଙ୍କ ହ୍ୱାଟ୍ସଆପ୍‌ରୁ ପଠାଯାଇଥିବା ମେସେଜ ଉପରେ ଆଧାର କରାଯାଇ ପୁଲିସ ଏହା ଆଧାରରେ ମାମଲା ରୁଜୁ କରିବା ସହ ଆପଣଙ୍କୁ ଗିରଫ କରିପାରେ ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories