୧୨ ବର୍ଷ ପରେ.. ଗଜଲକ୍ଷ୍ମୀ, ଗଜକେସରୀ ରାଜଯୋଗ; ୬ ରାଶି ହେବେ ମାଲାମାଲ୍‌, କିଣିବେ ଜମି, ରାଜାଙ୍କ ଭଳି ମିଳିବ ଜୀବନ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷ ୨୦୨୫ରେ ଗୁରୁ ଓ ଶୁକ୍ର ଏକାଠି ହେବାକୁ ଯାଉଛନ୍ତି । ଏହାସହ ଗୁରୁ ଗ୍ରହ ୩ଟି ରାଶିରେ ମଧ୍ୟ ଚଳନ କରିବେ । ଗୁରୁ ଗ୍ରହ ଗୋଟିଏ ରାଶିରେ ସାଧାରଣତଃ ୧୨ ମାସ ପର୍ଯ୍ୟନ୍ତ ରହି ଥାଆନ୍ତି । ମାତ୍ର ସିଧା ଓ ଓଲଟା ଚଳନ ହେତୁ ୨୦୨୫ରେ ବୃଷ, ମିଥୁନ ଓ କର୍କଟ ରାଶିରେ ରହିବେ । ଫଳରେ ଗଜଲକ୍ଷ୍ମୀ ରାଜଯୋଗ ସହ ଗଜକେସରୀ ଯୋଗ ମଧ୍ୟ ସୃଷ୍ଟି ହେବ … Continue reading ୧୨ ବର୍ଷ ପରେ.. ଗଜଲକ୍ଷ୍ମୀ, ଗଜକେସରୀ ରାଜଯୋଗ; ୬ ରାଶି ହେବେ ମାଲାମାଲ୍‌, କିଣିବେ ଜମି, ରାଜାଙ୍କ ଭଳି ମିଳିବ ଜୀବନ..