mission shakti banner

ସାନଖେମୁଣ୍ଡି ପୂର୍ବତନ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ

BSKY banner  750×100
0

ବ୍ରହ୍ମପୁର: ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଜେନାଙ୍କ ବିରୋଧରେ ଲାଗିଲା ଆଉ ଏକ ମାମଲା।
ସାକ୍ଷୀଙ୍କୁ ଧମକାଇବା ଅଭିଯୋଗରେ ଗୋଳନ୍ଥରା ଥାନାରେ ରୁଜୁ ହେଲା ମାମଲା। ରମେଶଙ୍କ ସହ ତାଙ୍କର ଅନ୍ୟ ୩ଜଣ ସହଯୋଗୀ
ଅଜିତ ରାଉଳ, ଅମିତ ରାଉଳ ଓ ପ୍ରକାଶ ରାଉଳଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ସୂଚନା ଅଧିକାର କର୍ମୀ ବୁବୁ ପଣ୍ଡା ହତ୍ୟାକାଣ୍ଡ ଘଟଣାର ସାକ୍ଷୀ ସନ୍ତୋଷ ସାମନ୍ତରାଙ୍କୁ ଧମକ ହୋଇଥିବା ଅଭିଯୋଗ ହୋଇଛି। ରମେଶଙ୍କୁ ଏହି ମାମଲାରେ ରିମାଣ୍ଡରେ ନିଆଯିବ ବୋଲି ଗୋଳନ୍ଥରା ଥାନା ଇନ୍ସପେକ୍ଟର ଆଲୋକ ଜେନାଙ୍କ ସୂଚନା ଦେଇଛନ୍ତି।

Leave A Reply