www.samajalive.in
Sunday, December 7, 2025
23.1 C
Bhubaneswar

ରାଫେଲ୍‍ ଚୁକ୍ତି ବେଳେ ମୁଁ ଦାୟିତ୍ୱରେ ନଥିଲି: ଫ୍ରାନ୍ସ ରାଷ୍ଟ୍ରପତି

ୟୁଏନ୍‍: ରାଫେଲ୍‍ ଚୁକ୍ତି ସମ୍ପୂର୍ଣ୍ଣ ରୂପେ ଦୁଇ ଦେଶର ସରକାରୀ ସ୍ତରରେ କାର୍ଯ୍ୟକାରୀ ହୋଇଛି। ଚୁକ୍ତି ସ୍ୱାକ୍ଷର ହେବା ବେଳେ ସେ ଦାୟିତ୍ୱରେ ନଥିଲେ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‍ ମାର୍କୋନ୍‍ କହିଛନ୍ତି। ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ମାର୍କୋନ୍‍ କହିଛନ୍ତି ଯେ ଅନିଲ୍‍ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସକୁ ରାଫେଲ ଚୁକ୍ତି ବେଳେ ଅଫ୍‍ସେଟ୍‍ ପାର୍ଟନର ରୂପେ ଚୟନ କରାଯାଇଥିଲା କି ନାହିଁ ସେ ବିଷୟରେ ସେ ଅବଗତ ନ ଥିଲେ। ଗତ ବର୍ଷ ଭାରତ ସରକାର ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା। ୨୦୧୯ ସେପ୍ଟେମ୍ବରରୁ ଜେଟ୍‍ ପ୍ରେରଣ ଆରମ୍ଭ ହେବ। ଚୁକ୍ତି ସ୍ୱାକ୍ଷରିତ ହୋଇସାରିବା ପରେ ସେ ଦାୟିତ୍ୱ ନେଇଛନ୍ତି। ତେଣୁ ସେ ବିଷୟରେ କିଛି କହିପାରିବେ ନାହିଁ। ଅବଶ୍ୟ ଏଭଳି ଚୁକ୍ତି ସରକାରୀ ସ୍ତରରେ ହୋଇଥିବାରୁ ମଧ୍ୟସ୍ଥି କିମ୍ବା କୌଣସି ଘରୋଇ ସଂସ୍ଥାର ଭୂମିକାକୁ ସେ ଅସ୍ୱୀକାର କରିଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories