www.samajalive.in
Sunday, December 7, 2025
23.1 C
Bhubaneswar

ବ୍ୟାଙ୍କ ଆକାଉଣ୍ଟରୁ ଆଧାର ଡିଲିଙ୍କ ପାଇଁ ଦାବି କରିପାରିବେ ଗ୍ରାହକ

ନୂଆଦିଲ୍ଳୀ: ବ୍ୟାଙ୍କ ଆକାଉଣ୍ଟ ଓ ସିମ୍‍ କାର୍ଡ ପାଇଁ ଆଧାର ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟଙ୍କ ରାୟ ପରେ ଗ୍ରାହକଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି। ଗ୍ରାହକମାନେ ସେମାନଙ୍କ ଆଧାର ନମ୍ବର ଡିଲିଙ୍କ କରିବା ପାଇଁ ବ୍ୟାଙ୍କ ଶାଖା, ମୋବାଇଲ୍‍ ସେବା ପ୍ରଦାନକାରୀ ସଂସ୍ଥା, ବୀମା ସଂସ୍ଥା, ମ୍ୟୁଚୁଆଲ୍‍ ଫଣ୍ଡ ସଂସ୍ଥାଙ୍କୁ କହିପାରିବେ।
ଜଣେ ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ଉପଭୋକ୍ତାମାନେ ସେମାନଙ୍କ ଆଧାର ନମ୍ବର ଡିଲିଙ୍କ କରିବା ପାଇଁ ସେବା ପ୍ରଦାନକାରୀ ସଂସ୍ଥାଙ୍କୁ ବାଧ୍ୟ କରିପାରିବେ। ଯେଉଁଠାରେ ନିତାନ୍ତ ଆବଶ୍ୟକ ସେଠାରେ ପରିଚୟ ପତ୍ରର ବିକଳ୍ପ ଭାବରେ ଉପଭୋକ୍ତାଙ୍କୁ ପାସ୍‍ପୋର୍ଟ, ଭୋଟର ପରିଚୟପତ୍ର କିମ୍ବା ବ୍ୟାଙ୍କ ଷ୍ଟେଟ୍‍ମେଣ୍ଟ ଦେବାକୁ ପଡ଼ିବ। ଅନ୍ୟ ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଆଧାର ଡିଲିଙ୍କ ପାଇଁ ଟେଲିକମ୍‍ ମନ୍ତ୍ରାଳୟ ଓ ଆରବିଆଇର ବିଜ୍ଞପ୍ତିକୁ ଅପେକ୍ଷା କରିବାକୁ ପଡ଼ିବ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories