www.samajalive.in
Monday, December 15, 2025
14.1 C
Bhubaneswar

ଚତୁର ଶୁଆ

ଗବେଷକଙ୍କ ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ବିଶ୍ବରେ ପ୍ରାୟ ୩୭୨ ପ୍ରଜାତିର ଶୁଆ ଠାବ ହୋଇଛନ୍ତି। ଶୁଆମାନେ ଦଳ ବାନ୍ଧି ଜଙ୍ଗଲରେ ରହିବାକୁ ପସନ୍ଦ କରନ୍ତି। ଆମେରିକୀୟ ଓ ଆଫ୍ରିକୀୟ ଶୁଆ ଅଧିକ ଚତୁର ବୋଲି ବିଭିନ୍ନ ଅନୁସନ୍ଧାନରୁ ଜଣାପଡ଼ିଛି। ମନୁଷ୍ୟର ଶବ୍ଦ ଓ ସ୍ବରକୁ ଅନୁକରଣ କରିବାରେ ସିଦ୍ଧହସ୍ତ ଶୁଆ ଅତିବେଶୀରେ ୫୦ଟି ଶବ୍ଦ ନିଜ ଜୀବନକାଳରେ ମନେରଖିପା​‌େ​‌ର ବୋଲି ଗବେଷକଙ୍କ ମତ। ତେବେ ଏ ବାବଦରେ ଆଫ୍ରିକୀୟ ଧୂସର ରଙ୍ଗର ଶୁଆ ଅଧିକ ଆଗୁଆ। ଏମାନେ ୧୦୦ରୁ ଅଧିକ ଶବ୍ଦକୁ ମନେରଖିପାରୁଥିବାବେଳେ ନିଜ ଚାରିପାଖର ସ୍ବରକୁ ମଧ୍ୟ ନିମିଷକରେ ଅନୁକରଣ କରିଥାନ୍ତି। ଆମେରିକାର ଟେନେସ୍‌ରେ ଥିବା ଚିଡ଼ିଆଖାନାର ଚର୍ଚ୍ଚିତ ଶୁଆ ‘ଆଇନ୍‌ଷ୍ଟାଇନ୍‌’କୁ ବିଚକ୍ଷଣ ପକ୍ଷୀର ମାନ୍ୟତା ମିଳିଛି। କାରଣ ଗତ କିଛି ବର୍ଷ ମଧ୍ୟରେ ଏଇ ଶୁଆଟି ୨୦୦ ଶବ୍ଦ ମନେରଖିପାରିଥିବାବେଳେ ନିର୍ଭୁଲ ଭାବେ ସେସବୁକୁ ଉଚ୍ଚାରଣ କରିଥାଏ। ଅଧିକାଂଶ ପ୍ରଜାତିର ଶୁଆ ନମ୍ର ସ୍ବଭାବର ହୋଇଥିବା କାରଣରୁ ମନୁଷ୍ୟ ସହ ଏମାନଙ୍କର ଉତ୍ତମ ବନ୍ଧୁତା ହୋଇଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories