କୁନ୍ଦୁଲି ଗଣବଳାତ୍କାର ଓ ଆତ୍ମହତ୍ୟା ମାମଲା: ତଦନ୍ତ କମିଶନଙ୍କ କାର୍ୟ୍ୟକାଳ ଆଉ ୩ ମାସ ବଢ଼ିଲା

0

ଭୁବନେଶ୍ୱର: କୁନ୍ଦୁଲି ନାବାଳିକା ଗଣବଳାତ୍କାର ଓ ଆତ୍ମହତ୍ୟା ମାମଲାରେ ରାଜ୍ୟ ସରକାର ତଦନ୍ତ କମିଶନଙ୍କ କାର୍ୟ୍ୟକାଳ ବୃଦ୍ଧି କରିଛନ୍ତି। ପୂର୍ବରୁ ୩ ମାସ ମଧ୍ୟରେ ତଦନ୍ତ ଶେଷ କରିବା ପାଇଁ ସମୟ ଧାର୍ୟ୍ୟ ହୋଇଥିଲେ ହେଁ ଏବେ କମିଶନଙ୍କ କାର୍ୟ୍ୟକାଳ ଆଉ ୩ ମାସ ବଢ଼ାଇ ଦିଆଯାଇଛି। କୁନ୍ଦୁଲି ଗଣଦୁର୍ଷ୍କମ ଘଟଣାର କମିଶନ ତଦନ୍ତ କରିବା ନେଇ ଡିସେମ୍ବର ୨୬ ତାରିଖରେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କୋରାପୁଟ ଜିଲ୍ଲା ଜଜ୍ ଏହି ଘଟଣାର ତଦନ୍ତ କରିବାକୁ ନିଯୁକ୍ତ ହୋଇଛନ୍ତି।

Leave A Reply