ଲକ୍ଷ୍ମୌ: ଏଣିକି ଉତ୍ତରପ୍ରଦେଶରେ ହୋମଗାର୍ଡରେ ଆବେଦନ ପାଇଁ ଦ୍ବାଦଶ ପାସ୍ ଯୋଗ୍ୟତା ଆବଶ୍ୟକ । ଏସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ଚେତନ ଚୌହାନ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଏକ ବୈଠକରେ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ, ପୋର୍ଟାଲ ମାଧ୍ୟମରେ ପ୍ରାର୍ଥୀ ଆବେଦନ କରିପାରିବେ । ସୂଚନାଯୋଗ୍ୟ, ମନ୍ତ୍ରୀ ଚେତନ ଚୌହାନ ସୌନିକ କଲ୍ୟାଣ, ହୋମଗାର୍ଡ ଏବଂ ପ୍ରତିରକ୍ଷା ଦାୟିତ୍ବରେ ଅଛନ୍ତି ।
Popular Categories



