BJD Bijuli 480×75 Mob

ଆଇଆଇଟି ଛାତ୍ରଙ୍କ ମୃତଦେହ ଉଦ୍ଧାର

BJD Bijuli 480×75 Mob
0

ମୁମ୍ବଇ: ଆଇଆଇଟି ବମ୍ବେର ଜଣେ ଛାତ୍ରଙ୍କ ମୃତଦେହ ସ୍ଥାନୀୟ ହୋଟେଲରୁ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣଙ୍କ ହେଉଛନ୍ତି ଜୟଦୀପ ସ୍ବାଇଁ। ତାଙ୍କ ଘର ଛତିଶଗଡ। ପୁଲିସ କହିବା ଅନୁଯାୟୀ ଅତ୍ୟଧିକ ମାତ୍ରାର ନିଶା ଔଷଧ ସେବନ କାରଣରୁ ତାଙ୍କର ମୃତ୍ୟୁ ହୋଇଥାଇ ପାରେ। ହୋଟେଲରୁ କୌଣସି ସୁଇସାଇଡ ନୋଟ ଜବତ କରାଯାଇ ନାହିଁ। ଜବତ ଔଷଧ ନମୁନାକୁ ପରୀକ୍ଷା ପାଇଁ ପଠାଯାଇଛି।

Leave A Reply