BJD Bijuli 480×75 Mob

ଅମିତ ଶାହାଙ୍କ ଗସ୍ତ ନେଇ ସମାବେଶ ସ୍ଥଳ ପରିଦର୍ଶନ କଲେ ରାଜ୍ୟ ଭାଜପା ନେତୃବୃନ୍ଦ

BJD Bijuli 480×75 Mob
0

ଭବାନୀପାଟଣା : ଏପ୍ରିଲ ୪ ତାରିଖ ଦିନ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଭବାନୀପାଟଣା ଗସ୍ତରେ ଆସିବେ। ଏଠାରେ କଳାହାଣ୍ଡି, ନୂଆପଡା, ନବରଙ୍ଗପୁର, କୋରାପୁଟ, ରାୟଗଡା ଏବଂ ମାଲକାନଗିରି ଜିଲ୍ଲା କୁ ନେଇ ଏକ ବିଶାଳ ସମାବେଶରେ ସେ ଯୋଗଦେବେ। ଏ ନେଇ ରାଜ୍ୟ ଭାଜପା ସଭାପତି ବସନ୍ତ ପଣ୍ଡା, ରାଜ୍ୟ ମୂଖ୍ୟ ପ୍ରବକ୍ତା ସଜନ କୁମାର ଶର୍ମା, ପ୍ରବକ୍ତା ଦିଲ୍କିପ ମହାନ୍ତି ସମାବେଶର ସଫଳତା ଉପରେ ତଦାରଖ ଓ ସ୍ଥାନୀୟ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ ହେବାକୁ ଥିବା ସମାବେଶ ସ୍ଥଳ ପରିଦର୍ଶନ କରି ଥିଲେ । ଏହି ସମାବେଶ ରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଓ କନକବର୍ଦ୍ଧନ ସିଂହଦେଓ ଯୋଗଦେବେ ।

Leave A Reply