www.samajalive.in
Monday, December 8, 2025
13.1 C
Bhubaneswar

ସରଳ ଉପାୟରେ ସ୍ୱାଦିଷ୍ଟ ଅଟା ଦୋସା

ଆବଶ୍ୟକ ସାମଗ୍ରୀ
ଗହମ ଅଟା – ୧କପ
ଚାଉଳ ଗୁଣ୍ଡ – ୨କପ
ଖଟା ଦହି – ୧କପ
ଜିରା – ୧ଚାମଚ
କଞ୍ଚା ଲଙ୍କା – ୪ଟି କଟା ଯାଇଥିବା
ଲୁଣ – ଆବଶ୍ୟକ ସାମଗ୍ରୀ
ଭୁସଙ୍ଗପତ୍ର – ୫ ରୁ ୬ଟି
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଅଟା ଓ ଚାଉଳ ଗୁଣ୍ଡକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏଥିରେ କଞ୍ଚାଲଙ୍କା, ଲୁଣ, ଦହି, ଭୁସଙ୍ଗପତ୍ର, ଜିରାକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏଥିରେ ଅଳ୍ପ ପାଣି ମିଶାଇ ଭଲ ଭାବେ ଗୋଳାଇ କିଛି ସମୟ ରଖି ଦିଅନ୍ତୁ। ଗ୍ୟାସରେ ତାୱା ବସାଇ ଗରମ କରନ୍ତୁ। ମିଶ୍ରଣକୁ ତାୱାରେ ପକାଇ ଗୋଲ୍‌‌ ଦୋସା ଆକୃତିର ପକାଇ ଚାରି ପଟେ ତେଲ ବୁଲାଇ ଦିଅନ୍ତୁ। ଏହାର ଉଭୟ ପଟ ଭଲ ଭାବେ ଓଲଟାଇ ତାୱାରେସେକି ଏକ ପ୍ଲେଟକୁ କାଢି ଦିଅନ୍ତୁ। ଏହାକୁ ସାମ୍ବର ଓ ନଡିଆ ଚଟଣି ସହ ଖାଆନ୍ତୁ। ପ୍ରସ୍ତୁତ ହୋଇଗଲା ଅଟା ଦୋସା।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories