www.samajalive.in
Sunday, December 7, 2025
26.1 C
Bhubaneswar

କାହାକୁ ନେଇ ଚିନ୍ତିତ ଭାରତୀୟ?

ନୂଆଦିଲ୍ଲୀ: ଏକ ବିଶ୍ୱସ୍ତରୀୟ ସର୍ଭେକ୍ଷଣରେ ଭାରତରେ ସବୁଠାରୁ ବେଶି ଚିନ୍ତାର କାରଣ ଜଣା ପଡ଼ିଛି। ଭାରତରେ ସର୍ବାଧିକ ମାନଶିକ ଚିନ୍ତାର କାରଣ ବେରୋଜଗାର ବୋଲି ସର୍ଭେକ୍ଷଣ ସଂସ୍ଥା ରିପୋର୍ଟ ପ୍ରଦାନ କରିଛି। ବିଶ୍ୱର ସମସ୍ତ ଦେଶ ତାଲିକାରେ ବେରୋଜଗାର ପାଇଁ ଭାରତୀୟ ସବୁଠାରୁ ଚିନ୍ତିତ ରହୁଥିବାବେଳେ ଭାରତ ତଳେ ନାଇଜେରିଆ ରହିଛି। ଗୋଲକିପର ଗ୍ଲୋବାଲ ୟୁଥ ଆଉଟଲୁକ୍‍ ପୋଲ ଦ୍ୱାରା ହୋଇଥିôବା ସର୍ଭେକ୍ଷଣରେ ଏହି ତଥ୍ୟ ପ୍ରଘଟ ହୋଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories