କେମିତି କଟିବ ଏ ସପ୍ତାହ, ଜାଣନ୍ତୁ ସାପ୍ତାହିକ ରାଶିଫଳ

ମେଷ: ରବିବାର ଓ ସୋମବାର ମଧ୍ୟମଫଳ ପ୍ରାପ୍ତ କରିବେ। ସାମାନ୍ୟ ଅସୁସ୍ଥତା ଦେଖାଦେବ। ମଙ୍ଗଳବାର ଓ ବୁଧବାର କାର୍ୟ୍ୟଷକ୍ଷେତ୍ରରେ ସଫଳତା ଲାଭ ହେବ। ଆୟ ବୃଦ୍ଧି ହେବ। ଗୁରୁବାର ଓ ଶୁକ୍ରବାର ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତି ହେବ। ଶନିବାର ଜଗିରଖି ଚଳନ୍ତୁ ଅସୁବିଧାରେ ପଡ଼ିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀବଗଳାମୁଖୀ କବଚ ପାଠ କରନ୍ତୁ।
ବୃଷ: ରବିବାର ଓ ସୋମବାର ସାବଧାନତା ଲୋଡ଼ା। ମାନସିକ ଅବସାଦ ଦେଖାଦେବ। ମଙ୍ଗଳବାର ଓ ବୁଧବାର ଧନଲାଭ କରିପାରନ୍ତି। ପରିଶ୍ରମ ଅନୁସାରେ ଫଳପ୍ରାପ୍ତି ହେବ। ଗୁରୁବାରଠାରୁ ଶନିବାର ପର୍ୟ୍ୟକନ୍ତ ସମୟ ଅନୁକୂଳ ରହିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଶତ୍ରୁ ପରାସ୍ତ ହେବେ। ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ଲକ୍ଷ୍ମୀଙ୍କ ମନ୍ତ୍ର ପାଠ କରନ୍ତୁ।
ମିଥୁନ: ରବିବାର ଓ ସୋମବାର ଆନନ୍ଦଚିତ୍ତ ହେବେ। ମାଙ୍ଗଳିକ କାର୍ୟ୍ୟଳରେ ଯୋଗଦାନ କରିବେ। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳନ୍ତୁ। ଶତ୍ରୁଦ୍ବାରା ପରାସ୍ତ ହେବେ। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଗୁରୁବାରଠାରୁ ଶନିବାର ପର୍ୟ୍ୟଶନ୍ତ କାର୍ୟ୍ୟବବ୍ୟସ୍ତ ରହିବେ। ସମସ୍ୟା ଦୂରୀଭୂତ ପାଇଁ ଚେଷ୍ଟା କରିବେ। ଦ୍ରବ୍ୟ ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳନ୍ତୁ। ରିଷ୍ଟ ଖଣ୍ଡନ ପାଇଁ ମା’ତ୍ରିପୁରା ସୁନ୍ଦରୀଙ୍କ କବଚ ପାଠ କରନ୍ତୁ।
କର୍କଟ: ରବିବାର ଓ ସୋମବାର ପ୍ରତିଯୋଗିତାରେ ବିଜୟୀ ହେବେ। ଆର୍ଥିକ ସମୃଦ୍ଧ ଘଟିପାରେ। ମଙ୍ଗଳବାର ଓ ବୁଧବାର ସାମାଜିକ ପ୍ରତିଷ୍ଠା ପ୍ରାପ୍ତି ହେବ। ଋଣ ମୁକ୍ତି ପାଇଁ ପ୍ରୟାସ କରିବେ। ଗୁରୁବାରଠାରୁ ଶନିବାର ପର୍ୟ୍ୟଦନ୍ତ ସାବଧାନତା ଅବଲମ୍ବନ କରନ୍ତୁ। ଶାରୀରିକ ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ମନନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ।
ସିଂହ: ରବିବାର ଓ ସୋମବାର ମଧ୍ୟମଫଳ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ। ମଙ୍ଗଳବାର ଓ ବୁଧବାର ଆୟ ବୃଦ୍ଧି ହେବ। ଶତ୍ରୁ ପରାସ୍ତ ହେବେ। ଉପରିସ୍ଥ ଅଧିକାରୀଙ୍କ ଦ୍ବାରା ପ୍ରଶଂସିତ ହେବେ। ଗୁରୁବାର ଓ ଶୁକ୍ରବାର ଯାତ୍ରା ଅନୁକୂଳ ରହିବ। ସମସ୍ୟା ଦୂରୀଭୂତ ହେବ। ଶନିବାର ଜଗିରଖି ଚଳିବେ। ଆଘାତପ୍ରାପ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ସୂର୍ୟ୍ୟା ଷ୍ଟକ ପାଠ କରନ୍ତୁ।
କନ୍ୟା: ରବିବାର ଓ ସୋମବାର ଅଯଥା ବିବାଦ ମଧ୍ୟରେ ଛନ୍ଦି ହୋଇପାରନ୍ତି। ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ମଙ୍ଗଳବାର ଓ ବୁଧବାର ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ଗୁରୁବାର ଓ ଶୁକ୍ରବାର ଯଶ, ମାନ ଓ ‌େଗୗରବ ପ୍ରାପ୍ତ ହେବ। ନୂତନ ଦ୍ରବ୍ୟ ଲାଭ ହେବ। ଶନିବାର କାର୍ୟ୍ୟରକ୍ଷେତ୍ର ବ୍ୟାପକ ହେବ। ମହିଳା ଓ ବିଦ୍ୟାର୍ଥୀ ଲାଭବାନ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଗଣେଶଙ୍କ ମନ୍ତ୍ର ପାଠ କରନ୍ତୁ।
ତୁଳା: ରବିବାର ଓ ସୋମବାର କାର୍ୟ୍ୟ୍କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବେ। ଭାଇଙ୍କର ସହଯୋଗ ପ୍ରାପ୍ତ କରିବେ। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳିବେ। ଶତ୍ରୁଦ୍ବାରା ପରାସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଦ୍ବନ୍ଦ୍ବ ଦେଖାଦେବ। ଗୁରୁବାରଠାରୁ ଶନିବାର ପର୍ୟ୍ୟରନ୍ତ ଉଦ୍ୟମେ କାର୍ୟ୍ୟବସିଦ୍ଧି ହେବ। ଧୈର୍ୟ୍ୟ ଆପଣଙ୍କର ଭୂଷଣ ହେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶିବସ୍ତୋତ୍ର ପାଠ କରନ୍ତୁ।
ବିଛା: ରବିବାର ଓ ସୋମବାର ମାନସିକ ଅବସାଦ ଦେଖାଦେବ। ପାରିବାରିକ ଅଶାନ୍ତି ସୃଷ୍ଟି ହେବ। ମଙ୍ଗଳବାର ଓ ବୁଧବାର ଯାତ୍ରାରେ ସଫଳତା ପ୍ରାପ୍ତି କରିବେ। ନୂତନ ଯାନବାହନ କିଣି ପାରନ୍ତି। ଗୁରୁବାର ଓ ଶୁକ୍ରବାର ଜମିବାଡ଼ି ସଂକ୍ରାନ୍ତ ସମସ୍ୟା ଦେଖାଦେବ। ଶତ୍ରୁ ବୃଦ୍ଧି ହେବେ। ଶନିବାର ମଧ୍ୟମ ଫଳ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ତ୍ର ପାଠ କରନ୍ତୁ।
ଧନୁ: ରବିବାର ଓ ସୋମବାର କାର୍ୟ୍ୟିକ୍ଷେତ୍ରରେ ଯଶ, ମାନ ଓ ଗୌରବ ପ୍ରାପ୍ତି ହେବ। ଦ୍ରବ୍ୟ ଓ ଧନ ଲାଭ କରିବେ। ମଙ୍ଗଳବାର ଓ ବୁଧବାର ଅଯଥା ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ପାରିବାରିକ ଅଶାନ୍ତି ଦେଖାଦେବ। ଗୁରୁବାର ଓ ଶୁକ୍ରବାର କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ଶନିବାର ସାବଧାନତା ଲୋଡ଼ା। ଯାତ୍ରା ପ୍ରତିକୂଳ ରହିବ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ ତାରାଙ୍କ କବଚ ପାଠ କରନ୍ତୁ।
ମକର: ରବିବାର ଓ ସୋମବାର ବିବାଦଗ୍ରସ୍ତ ହେବେ। ସମୟ ପ୍ରତିକୂଳ ରହିବ। ଆଘାତପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର କାର୍ୟ୍ୟବକ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ପଦମର୍ୟ୍ୟା ଦା ବୃଦ୍ଧି ହେବ। ଗୁରୁବାରଠାରୁ ଶନିବାର ପର୍ୟ୍ୟଷନ୍ତ ସମୟ ଆପଣଙ୍କ ସପକ୍ଷରେ ଯିବ। ମାଙ୍ଗଳିକ କାର୍ୟ୍ୟା ଅନୁଷ୍ଠିତ ହେବ। ମହିଳା ଓ ବିଦ୍ୟାର୍ଥୀ ଯଶ ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ମା’କାଳୀଙ୍କର ସହସ୍ରନାମ ପାଠ କରନ୍ତୁ।
କୁମ୍ଭ: ରବିବାର ଓ ସୋମବାର ଆୟ ବୃଦ୍ଧି ହେବ। କର୍ମକ୍ଷେତ୍ର ଓ ବ୍ୟବସାୟରେ ଲାଭବାନ ହେବେ। ଯାତ୍ରା ଅନୁକୂଳ ରହିବ। ମଙ୍ଗଳବାର ଓ ବୁଧବାର ବ୍ୟୟ ବୃଦ୍ଧି ହେବ। ଶାରୀରିକ କଷ୍ଟ ଅନୁଭବ ହେବ। ଗୁରୁବାର ଓ ଶୁକ୍ରବାର ବ୍ୟବସାୟରେ ଲାଭବାନ ହେବେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ଶନିବାର ଜଗିରଖି ଚଳନ୍ତୁ। ଶତ୍ରୁ ବୃଦ୍ଧି ହେବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶିବସ୍ତୋତ୍ର ପାଠ କରନ୍ତୁ।
ମୀନ: ରବିବାର ଓ ସୋମବାର ଯଶଲାଭ ସହ ପଦମର୍ୟ୍ୟା ଦା ବୃଦ୍ଧି ଘଟିବ। ସ୍ତ୍ରୀ ହେତୁକ ଧନଲାଭ ହେବ। ମଙ୍ଗଳବାର ଓ ବୁଧବାର କାର୍ୟ୍ୟତସିଦ୍ଧି ହେବ। ଧାର୍ମିକ କାର୍ୟ୍ୟନରେ ଯୋଗଦେବେ। ଯାତ୍ରା ଅନୁକୂଳ ରହିବ। ଗୁରୁବାର ଓ ଶୁକ୍ରବାର ସାବଧାନତା ଅବଲମ୍ବନ କରନ୍ତୁ। ଶାରୀରିକ ପୀଡ଼ାପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ଆନନ୍ଦ ଚିତ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ତାରାଙ୍କ କବଚ ପାଠ କରନ୍ତୁ। ଦ୍ଭଦ୍ଭ

Comments are closed.