www.samajalive.in
Sunday, December 14, 2025
26.1 C
Bhubaneswar

ଯୁବକଙ୍କୁ ଗାଧୋଇଦେଉଛି କୁକୁର; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ, ଦେଖନ୍ତୁ ଏହି ମଜାଦାର ଦୃଶ୍ୟ

ସୋସିଆଲ ମିଡିଆରେ ସବୁବେଳେ କିଛିନାକିଛି ଭିଡିଓ ଭାଇରାଲ ହୋଇଥାଏ । ଖାସକରି କିଛି ପଶୁ ପକ୍ଷୀଙ୍କ ମଜାଦାର ଭିଡିଓ ଲୋକଙ୍କ ନଜରକୁ ଆସିଥାଏ । ଏଇ ଦେଖୁନାହାନ୍ତି ବର୍ତ୍ତମାନର ଏହି ଭିଡିଓକୁ ଯାହା ଭାଇରାଲ ହେବାର ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି ଗୋଟିଏ କୁକୁର ଆଉ ତାର ମାଲିକ ଏକ ସୁଇମିଂ ପୁଲରେ ଗାଧୋଉଛନ୍ତି । ଆଉ ଯୁବକଙ୍କ ଜଣଙ୍କୁ ଗାଧୋଇ ଦେଉଛି କୁକୁର । ଯୁବକଙ୍କ ମୁଣ୍ଡକୁ ଯେମିତି ଘସିଘସି ସଫା କରିଦେଇଛି ।

ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାର ଲାଗିଛି । ଅନେକ ଲୋକ ଏହି ଭିଡିଓଟିକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ଏହି ଭିଡିଓଟି ତାଙ୍କ ଟ୍ୱିଟରରେ ପୋଷ୍ଟ କରିଥିବା ବେଳେ ବହୁ ଦର୍ଶକ ଏହାକୁ ଲାଇକ୍‌ କରିବା ସହ ରିଟ୍ୱିଟ୍‌ ମଧ୍ୟ କରିଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories