www.samajalive.in
Sunday, December 14, 2025
19.1 C
Bhubaneswar

ଟ୍ରକ୍ ଚକ ତଳେ ନାଗିନ୍ ଡ୍ୟାନ୍ସ କରୁଛନ୍ତି ଯୁବକ; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ ଦେଖନ୍ତୁ..

ଏନଏଚ୍ ଉପରେ ନାଗିନ୍ ଡ୍ୟାନ୍ସ । ସେ ପୁଣି ଟ୍ରକର ହର୍ଣ୍ଣ ଶୁଣି କିପରି ଯୁବକ ମାନେ ଡ୍ୟାନ୍ସ କରୁଛନ୍ତି ଦେଖୁନାହାନ୍ତି । ଘଟଣାଟି କେଉଁ ଅଞ୍ଚଳର ଜଣାପଡ଼ିନଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଭିଡିଓରେ କିଛି ଯୁବକ ରାସ୍ତା ଉପରେ ଛିଡ଼ାର ହୋଇଥିବା ଦେଖିବାକୁ ମିଳୁଛନ୍ତି । ପରେ ପରେ ସେହି ରାସ୍ତାରେ ଏକ ଟ୍ରକ୍ ଆସୁଛି ଆଉ ହର୍ଣ୍ଣ ମାରୁଛି ।

ଟ୍ରକଟିର ହର୍ଣ୍ଣ ଶୁଣି ଯୁବକ ମାନେ ଧୁମ୍ ନାଚୁଛନ୍ତି । କିଛି ଯୁବକ ରାସ୍ତାରେ ଗଡ଼ି ଗଡ଼ି ନାଗିନ୍ ନାଚୁଥିବା ମଧ୍ୟ ଭିଡିଓରେ ନଜର ଆସିଛି । ଖାଲି ସେତିକି ନୁହେଁ ଟ୍ରକ୍ ଡ୍ରାଇଭରଙ୍କ ହର୍ଣ୍ଣ ବଜାଇବା ଶୈଳି ମଧ୍ୟ ନାଗିନ୍ ମ୍ୟୁଜିକ୍ ପରି ଶୁଣିବାକୁ ମିଳିଛି ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories