www.samajalive.in
Saturday, December 13, 2025
21.1 C
Bhubaneswar

ଯୁବକଙ୍କୁ ଶକ୍ତ ଚାପୁଡ଼ା ମାରିଲେ ସାମ୍ବାଦିକା; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ

ଦେଖନ୍ତୁ ଥରେ ଏହି ଭିଡିଓକୁ । ମହିଳା ସମ୍ବାଦିକା ଜଣକ କ’ଣ କରୁଛନ୍ତି । ଆଜ୍ଞା ହଁ ଦର୍ଶକ ବନ୍ଧୁ । ସମ୍ବାଦିକା ଜଣକ ଜଣେ ଯୁବକଙ୍କୁ ଚାପୁଡ଼ା ମାରୁଛନ୍ତି । ଭିଡିଓଟି ମାତ୍ର କେଇ ସେକେଣ୍ଡର ହୋଇଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳୁଛି ମହିଳା ସାମ୍ବାଦିକା ଜଣକ ଲାଇଭରେ ଅଛନ୍ତି । ତାଙ୍କ ନିକଟରେ କିଛି ଲୋକ ମଧ୍ୟ ଛିଡ଼ା ହୋଇଛନ୍ତି ।

ତାଙ୍କ ବାମ ପାର୍ଶ୍ବରେ ଜଣେ ଯୁବକ ଓ ଡାହାଣ ପାର୍ଶ୍ବରେ ଜଣେ ଯୁବକ ଛିଡା ହୋଇଛନ୍ତି । ଏବଂ ଉଭୟ ଉଭୟଙ୍କ ସହ କଥା ହେବା ସହ କ୍ୟାମେରା ଅଗରେ ହାତ ବୁଲାଉଛନ୍ତି । ଯେଉଁଥି ପାଇଁ ସମ୍ବାଦିକା ଜଣକ ରାଗିଯାଇ ହଠାତ୍ ଯୁବକଙ୍କ ଗାଲରେ ଏକ ଚାପୁଡ଼ା ମାରୁଛନ୍ତି । ଘଟଣାଟି ପାକିସ୍ତାନର ହୋଇଥିବା ଜଣାପଡ଼ିଥିବା ବେଳେ ମହିଳା ସମ୍ବାଦିକାଙ୍କ ଏହି ଭିଡିଓ ବେଶ ଭାଇରାଲ ହେବାର ଲାଗିଛି ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories