www.samajalive.in
Saturday, December 6, 2025
26.1 C
Bhubaneswar

ଭିଡିଓରେ ଦେଖନ୍ତୁ; ଚୋରଙ୍କୁ ଘର ଭିତରକୁ ଯିବାକୁ ଦେଲେନି ମହିଳା, କଲେ ଏମିତି, ସାହସିକତାକୁ ପ୍ରଶଂସା କରୁଛନ୍ତି ଲୋକେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ସାହସିକତାର ଏପରି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହାକୁ ସଭିଏଁ ଖୁବ୍‌ ପ୍ରଶଂସା କରିବା ସହ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି । ମହିଳା ଜଣକ କେମିତି ୩ ଜଣ ଚୋରଙ୍କ ମୁକାବିଲା କରିଛନ୍ତି, ତାହାର ଦୃଶ୍ୟ କ୍ୟାମେରାରେ କଏଦ୍‌ ହୋଇଛି ।

ଶାରଦୀୟ ନବରାତ୍ରରୁ ଆରମ୍ଭ ହେଲା ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ; ଜାଣନ୍ତୁ ୧୨ ରାଶି ଉପରେ ପଡିବ କି ପ୍ରଭାବ, କିଏ ହେବେ ଭାଗ୍ୟଶାଳୀ..

- Advertisement -

ଏହି ଘଟଣା ପଞ୍ଜାବର ଅମୃତସରର । ଏଠାରେ ଜଣେ ଅଳଙ୍କାର ଦୋକାନୀଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ୩ ଜଣ ଚୋର ଛାତ ରାସ୍ତାରୁ ଘର ଭିତରକୁ ପ୍ରବେଶ କରୁଥିବା ଦେଖିପାରିବେ । ମହିଳା ଜଣକ ଏହା ଜାଣିବା ମାତ୍ରେ ଚୋରଙ୍କୁ ଅଟକାଇବାକୁ ନିଜର ସମସ୍ତ ଶକ୍ତିି ଲଗାଇ ଦେଉଛନ୍ତି । କବାଟ ନିକଟରେ ନିଜର ଶକ୍ତି ପ୍ରୟୋଗ କରି ଭିତରକୁ ଚୋରଙ୍କୁ ପଶିବାକୁ ଦେଉ ନାହାଁନ୍ତି । ନିକଟରେ ଥିବା ସୋଫାକୁ ଆଣି କବାଟ ନିକଟରେ ରଖି ଦେଉଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓ ଦେଖି ମହିଳାଙ୍କ ସାହସିକତାକୁ ଖୁବ୍‌ ପ୍ରଶଂସା କରୁଛନ୍ତି ।

କାର୍‌ କିଣିବେ କି? ଅକ୍ଟୋବରରେ ଏହି କମ୍ପାନୀ ଆଣିଛି ବମ୍ପର ରିହାତି, ଆକର୍ଷଣୀୟ ଅଫର୍‌, କାର୍‌ ପିଛା ଲକ୍ଷ ଲକ୍ଷ ଟଙ୍କା କମ୍‌..

ଦେଖନ୍ତୁ ଭିଡିଓ; ସ୍ୱାମୀଙ୍କ କାନ୍ଧରେ ଗୋଡ ରଖି ପତ୍ନୀ କଲେ କରୱାଚୌଥ ପୂଜା..

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories